Latest Odisha News

BREAKING NEWS

ବିବାହିତ ଝିଅ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ

କଟକ: ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ…

ହିମାଚଳ: କଂଗ୍ରେସ ସରକାର ଉପରୁ ଟଳିନି ସଙ୍କଟ!

ଶିମଲା: ହିମାଚଳ ପ୍ରଦେଶ ରାଜନୀତିକୁ ନେଇ ଜାରି ହଟଚମଟ । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସରକାରଙ୍କ ଉପରେ ସଂକଟ ଜାରି ରହିଛି । ଏବେବି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦରେ ଥିବା ରହିଛି । କେଉଁ ସମୟରେ ଏଠାରେ କିଛି ବି ଘଟିପାରେ । କଂଗ୍ରେସର ଅନେକ ବିଧାୟକ ବିରୋଧୀଙ୍କ ସହ…

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର…

୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର ଭାଙ୍ଗିଦେଲା ଡିଡିଏ

ଦିଲ୍ଲୀ: ଦିଲ୍ଲୀ ବିକାଶ ପ୍ରାଧିକରଣ ଉଚ୍ଛେଦ ଅଭିଯାନ ଭିତରେ ରାଟ ମାଇନରଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । ଯିଏ ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଡିଡିଏ ପକ୍ଷରୁ ଖଜୁରୀ ଖାସେର ଉଚ୍ଛେଦ ଅଭିଯାନ ଚାଲିଥିଲା । ଏହାରି…

ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍

ମହାରାଷ୍ଟ୍ର: ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ । ଏହି ଫାଇନ୍ ଲଗାଇଛନ୍ତି ଡିଜିଏସ ବିମାନ ସେବା ପ୍ରଦାନକାରୀ ସଂସ୍ଥା । ଏୟାର ଇଣ୍ଡିଆରେ ହ୍ବିଲ ଚେୟାର ନଥିବାର ଆଇନ ଉଲ୍ଲଂଘନ କରିଥିଲା । ଯାହାର ଜରିମାନାରେ ଏହି ମୋଟା ଅଙ୍କର ଫାଇନ ଲଗାଇଛି ଡିଜିଏସ । ଏହା ପୂର୍ବରୁ କାରଣ ଦର୍ଶାଅ…

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖକୁ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ଆଉ ଏବେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଜାରି ରହିଛି । କିଏ କଂଗ୍ରେସ ଛାଡ଼ି ବିଜେଡିରେ ମିଶୁଛି, ଆଉ କିଏ ବିଜେପି ଛାଡ଼ି ବିଜେଡିରେ ମିଶୁଛନ୍ତି । ଆଜି କଳାହାଣ୍ଡିରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ…

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଏହି ଫାଟ ହୋଇଥିବା ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ରିପୋର୍ଟ ତଥ୍ୟ ମିଳିଛି କି ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।…

ୟୁଜିସି ଅନୁବନ୍ଧିତ କଲେଜରେ ଲାଗିବ ଛାତ୍ର ଅଭିଯୋଗ ନୀୟମାବଳି ସୂଚନା ଫଳକ

ଭୁବନେଶ୍ୱର: ୟୁଜିସିଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପସରେ ସୂଚନାପୂର୍ଣ୍ଣ ବ୍ୟାନର ଲଗାଇବା ସହ ଛାତ୍ର ଅଭିଯୋଗ ନିୟମାବଳୀ, ୨୦୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନ ବିବରଣୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ଚଳିତ ବର୍ଷ ଫେବୃଆରୀ ୫ ଏକ…

ବିଜେପିରେ ମିଶିଲେ ବିବାଦୀୟ ବିଧାୟକ

ଭୁବନେଶ୍ବର: ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ ।ବିଜେପିରେ ମିଶିବା ପରେ ପ୍ରଶାନ୍ତ କହିଛନ୍ତି ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ…

ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!

ଲକ୍ଷ୍ନୌ: ବେଆାଇନ୍ ଖଣି ଖନନ ମାମଲାରେ ଆଜି ସିବିଆାଇରେ ହାଜର ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଆାଇନ୍ ଖଣି ଖନନ ମାମଲାରେ ଆଜି ହାଜର ହେବାକୁ ସିବିଆଇ ପକ୍ଷରୁ ଅଖିଳେଶଙ୍କୁ କୁହାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଲକ୍ଷ୍ନୌ ପାର୍ଟି…