Latest Odisha News

BREAKING NEWS

ପାରା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପ: ରେକର୍ଡ ୫ମ ଥର ଟାଇଟଲ ହାସଲ କଲେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଓଡିଶାର ପ୍ରମୋଦ ଭଗତ ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୩୫ ବର୍ଷୀୟ ପ୍ରମୋଦ ଓଭରାଲ ୫ମ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଏସଏଲ ୩ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ…

ଭାରତୀୟ ମାଟିରେ ସର୍ବାଧିକ ୱିକେଟ ନେବାରେ ରେକର୍ଡ କଲେ ଅଶ୍ୱୀନ

ରାଂଚୀ: ଭାରତର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟରେ ୫୦୦ ୱିକେଟ ଲ୍ୟାଣ୍ଡମାର୍କ ଛୁଇଁଥିବା ଅଶ୍ୱୀନ ଭାରତ ମାଟିରେ ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ସାଜିଛନ୍ତି । ସେ ଅନୀଲ କୁମ୍ବଲେ ଓ…

ସିରିଜ ବିଜୟ ପାଇଁ ଭାରତକୁ ଆବଶ୍ୟକ ୧୫୨ ରନ

ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ରବିବାର ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୪୦ ରନ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ୨୪ ଓ ଯଶସ୍ୱୀ ଜୈସୱାଲ ୧୬ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଇଂଲଣ୍ଡର ପ୍ରଥମ…

ଚର୍ଚ୍ଚାରେ ଫିର୍ ଆଏଗା ମୋଦୀ ଗୀତ; ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନୀ ଋତୁ । ଏଥିପାଇଁ ସାରା ଦେଶରେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳିଲାଣି । ଏମିତିକି ବିଭିନ୍ନ ରାଜନୖତିକ ଦଳ ଭୋଟରଙ୍କ ନିକଟରେ ପହଞ୍ଚିଲେଣି । ଆଉ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଭାରତୀୟ…

ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ

ମୁମ୍ବାଇ: ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ । ଚଳଚ୍ଚିତ୍ର ନିର୍ମାତା କୁମାର ସାହାନୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାହନୀଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ, ଗତକାଲି ରାତିରେ କୋଲକାତାର ଏକ ଡାକ୍ତରଖାନାରେ…

ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ବିଏସପି ସାଂସଦ ରିତେଶ୍ ପାଣ୍ଡେ । ୟୁପିର ଆମ୍ବେଦକର ନଗର ଆସନରୁ ଇସ୍ତଫା ଦେଇଛନ୍ତି ବିଏସପି ଲୋକସଭା ସାଂସଦ ରିତେଶ ପାଣ୍ଡେ । ନିକଟରେ ସେ ସଂସଦ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା । …

କେମିତି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେଲା, ମନ୍ତ୍ରୀଙ୍କଠୁ ଜବାବ ମାଗିଲା ଏବିଭିପି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପରିଚାଳନାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କର୍ମୀ ରବିବାର ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ…

ଭାରତର ଏହି ରାଜ୍ୟରେ ରହିଛି ସବୁଠାରୁ ଅଧିକ ମନ୍ଦିର…

ଚେନ୍ନାଇ: ଆମ ଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକ ବସବାସ କରନ୍ତି । ଯେଉଁଥିରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ଜୈନ, ପାର୍ସୀ ଏବଂ ଅନ୍ୟ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏସବୁ ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ସର୍ବାଧିକ । ହିନ୍ଦୁ ଧର୍ମର ପ୍ରାୟ ୯୭…

ବିନା ଡ୍ରାଇଭରରେ ଶହେ କିମି ବେଗରେ ଦୌଡ଼ିଲା ମାଲଗାଡ଼ି

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ନିକଟରେ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡି ଟ୍ରେନ୍ ହଠାତ୍ ଶହେ କିଲୋମିଟର ଦ୍ରୁତ ଗତିରେ ଦୌଡ଼ିବାରେ ଲାଗିଥିଲା । ତେବେ ଏହି ମାଲଗାଡ଼ିରେ ଟ୍ରେନ୍ ଡ୍ରାଇଭର ନଥିଲେ । ବିନା ଡ୍ରାଇଭରରେ ମାଲଗାଡି ରେଳ ଧାରଣାରେ ଚାଲୁଥିଲା ।…