Latest Odisha News

BREAKING NEWS

କବିତା : ତା’ର ହସ

ପ୍ରସେନଜିତ୍ ସେଠୀ ସେ କେବେ ହସିଥିଲା, ଜଣା ନାହିଁ ବାସ୍, ହସି ଦେଇଥିଲା ନଜାଣି ତା ହସିବାର କାରଣଟା । ଅସହାୟତାର ଅସହନୀୟ ବୋଝକୁ ମୁଣ୍ଡରେ ଲଦି ସେ ତାର ପସରା ମେଲାଇ ଦେଇଥିଲା ଏକ ଅଦ୍ଭୁତ ଅଟ୍ଟହାସ୍ୟ ସାଥେ । ତା ପାଖରେ ଯାହା ଥିଲା ଖାଲି ତାକୁ ହିଁ ଜଣା ହେଲେ ଅଭାବୀ…

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର : ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନଠାରେ ‘ଜଗଦୀଶ ଜୟନ୍ତୀ’ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକ ଦେବବ୍ରତ ମଦନରାୟ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା…

ଭାଷା ଭାଗବତ : ଜିରାରେ ଶିରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସତ୍ୟକୁ ସଦା ଶବ୍ଦବଦ୍ଧ କରିବା ଯେଣୁ ହାସ୍ୟାସ୍ପଦ କରିଲେ ରହିବ ପ୍ରମାଦ ବଢ଼ିବ ଅଲୋଡ଼ା ବିବାଦ ବାସ୍ତବିକ ସତ୍ୟାନୁଭୂତି ବ୍ୟକ୍ତ କରିପାରେନି ବ୍ୟକ୍ତି ଶବ୍ଦର ନାହିଁ ଏତେ ଶକ୍ତି ଯୁକ୍ତିତର୍କରୁ ଲୋଡ଼ା ମୁକ୍ତି କଥା କହିଲେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ।: ଶ୍ରୀମନ୍ଦିର ନିର୍ମାଣ ଶୈଳୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ବିଚାରକୁ ନେଲେ ଜଣାଯାଏ ସାଧାରଣତଃ ଉତ୍କଳୀୟ ମନ୍ଦିର ନିର୍ମାଣରେ ତିନି ଜାତୀୟ ପଥର ବ୍ୟବହୃତ ହୁଏ ଯଥା:- ମାଙ୍କଡା ପଥର, ବଉଳମାଳା…

ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କୁ ୨ ବର୍ଷ ଜେଲ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଲାହୋର ୧୯୪୭' ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଚେକ୍ ବାଉନ୍ସ ମାମଲାରେ କୋର୍ଟ ଫିଲ୍ମ ନିର୍ଦ୍ଦେଶକଙ୍କୁ ଦଣ୍ଡ ସହିତ ଦୁଇଗୁଣ ଅର୍ଥ ଦେବାକୁ କହିଛନ୍ତି। ଜାମନଗରର ବିଶିଷ୍ଟ ଶିଳ୍ପପତି ତଥା ସିପିଂ…

ଉପଭୋକ୍ତାଙ୍କୁ ଖୁସି ଖବର ଦେଲା Paytm

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ପେଟିଏମ୍ ଆକ୍ସିସ୍ ବ୍ୟାଙ୍କ ସହ ଚୁକ୍ତି ହୋଇଛି। ବ୍ୟବସାୟୀଙ୍କ ଦେୟ ସମାଧାନ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ One97…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ଓ ବିହାର ମୁକାବିଲା ତାଙ୍କ କ୍ୟାରିୟର ଶେଷ ମ୍ୟାଚ ହେବ । ଏଥିସହ ୧୯ ବର୍ଷର ତାଙ୍କ…

ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା, ଦିଲ୍ଲୀ ଗଲେ ଅସନ୍ତୁଷ୍ଟ ବିଧାୟକ

ରାଞ୍ଚି: ସଂକଟରେ ଝାଡଖଣ୍ଡର ଚମ୍ପାଇ ସୋରେନଙ୍କ ସରକାର। କ୍ୟାବିନେଟର ସମ୍ପ୍ରସାରଣ ପରେ ବିଭାଗଗୁଡିକ ବିଭାଜିତ ହୋଇଥିଲେ। ଏହା ସହିତ ଝାଡଖଣ୍ଡ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଥିଲା। ଫଳରେ ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଏବଂ କିଛି…

୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ…

ଏମଏସପି ଉପରେ ଅଧ୍ୟାଦେଶ ଆଣିବା ପାଇଁ କୃଷକ ସଂଗଠନର ଦାବି

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ସମେତ ଏକାଧିକ ଦାବି କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ। ଆଜି ଆନ୍ଦୋଳନର ଆଜି ପଞ୍ଚମ ଦିନ ଥିଲା। ଏହି ସମୟରେ ଆଜି ଅର୍ଥାତ୍ ଶନିବାର ଦିନ କୃଷକ ନେତା ସୌରଭ ସିଂ ପଣ୍ଢେର ଶମ୍ଭୁ ସୀମା (ପଞ୍ଜାବ-ହରିୟାଣା ସୀମା) ରେ ଗଣମାଧ୍ୟମ ସହିତ ଆଲୋଚନା…