Latest Odisha News

BREAKING NEWS

ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସେପଟେ ଆଜିଠୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ…

ପୁରୀ: ଆଜି ପବିତ୍ର ମାଘ ସପ୍ତମୀ। ବଡି ଭୋରୁ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ। ଶ୍ରଦ୍ଧାଳୁମାନେ…

ଚାଷୀ ଆନ୍ଦୋଳନ: ଆଜି ଭାରତ ବନ୍ଦ, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ: ସଂଯୁକ୍ତ କୃଷକ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ଟ୍ରେଡ ୟୁନିଅନର ଆହ୍ଵାନରେ ଆଜି 'ଗ୍ରାମୀଣ ଭାରତ ବନ୍ଦ' ଡାକରା ଦିଆଯାଇଛି । ଏହା ଅଧୀନରେ ଦେଶର କୃଷକ ଏବଂ ଶ୍ରମିକମାନଙ୍କୁ ଆଜି ସେମାନଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିବେଦନ କରାଯାଇଛି। ଆସନ୍ତୁ ଜାଣିବା କାହିଁକି ଏବଂ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ

ନୂଆ ଦିଲ୍ଲୀ : ରାଜଧାନୀ ଦିଲ୍ଲୀ ହାଉଜଖାସର ପ୍ରମୁଖ ଜଗନ୍ନାଥ ମନ୍ଦିର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇଛି। ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ସହସ୍ରାଧିକ ଭକ୍ତ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ଅଶ୍ବିନୀଙ୍କୁ ସମର୍ଥନ କଲା ବିଜେଡି, ବ୍ୟାକଫୁଟରେ ବିଜେପି!

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପିର ବିଧାୟକ ସଂଖ୍ୟା କମ୍ ଥିଲେ ମଧ୍ୟ ୨୦୧୯ର ଫର୍ମୁଲାରେ ୨୦୨୨ରେ ପୁଣିଥରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ନବ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। କିନ୍ତୁ ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। କଂଗ୍ରେସ ବିଜେଡି ଓ ବିଜେପିକୁ…

ବାଗଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ବାଗ୍‌ଚୀ ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନକୁ ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଦେଶର ଅନ୍ୟତମ ଅଗ୍ରଣୀ କ୍ୟାନସର ଚିକିତ୍ସା ପ୍ରତିଷ୍ଠାନ ବାଙ୍ଗାଲୋରର ଶ୍ରୀ ଶଂକର କ୍ୟାନସର ହସ୍ପିଟାଲ ଓ ଗବେଷଣା…

ନୟାଗଡ଼ରୁ ୫ ଦେଶୀ ବନ୍ଧୁକ ଜବତ, ୫ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦୁଇଟି ଗାଁରୁ ପୁଲିସ ୫ଟି ଦେଶୀ ବନ୍ଧୁକ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏହି ବେଆଇନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ ଚଢ଼ାଉ କରିଥିଲା। ରଣପୁର ଥାନା ଅନ୍ତର୍ଗତ ଖତରିବରାପୁର ଗାଁରେ…

ଗଞ୍ଜାମରେ ଓଲଟି ପଡ଼ିଲା ବସ, ୪୩ ଆହତଙ୍କ ମଧ୍ୟରୁ ୪ ଗୁରୁତର

କୋରାପୁଟ: କୋରାପୁଟରୁ ବ୍ରହ୍ମପୁର ଅଭିିମୁଖେ ଆସୁଥିବା ଏକ ବସ୍ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪୩ ଜଣ ଆହତ ହୋଇଛନ୍ତି। ପାହାଡ଼ିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଛି। କୋରାପୁଟ ଜିଲ୍ଲା ମନବାର ଓ ମସ୍ତିପୁଟ…

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ, ୭ ଆହତ

କେନ୍ଦୁଝର: ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପିକନିକ୍ ପାର୍ଟି ନେଇ ଯାଉଥିବା ଏକ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଘଟଗାଁ…

ଭୀଷଣ ନିଆଁରେ ୨୨ କାର ପାଉଁଶ; ଜଳିଗଲେ ୩

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ଆଲିପୁରର ଅଞ୍ଚଳରେ ଥିବା ଏକ ରାସାୟନିକ ଗୋଦାମରେ ନିଆଁ ଲାଗିଯାଇଥିବାର ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ନିକଟରେ ଥିବା ଜନବସତି ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଏହି…

ହଲଦ୍ୱାନୀ ହିଂସା: ମାଷ୍ଟରମାଇଣ୍ଡ ଅବ୍ଦୁଲ ମଲିକ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ହଲଦ୍ୱାନୀ ହିଂସା ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଏବଂ ତାଙ୍କ ପୁଅ ଅବଦୁଲ ମୋଇଦ ବିଦେଶ ଛାଡି ପଳାଇବାର ସମ୍ଭାବନାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଭୟଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ବର୍ତ୍ତମାନ ମଲିକ ଏବଂ ମୋଇଦ ମଧ୍ୟ ଦେଶ ତଥା ବିଦେଶରେ ସୁରକ୍ଷା ଏଜେନ୍ସିର…