Latest Odisha News

BREAKING NEWS

ଗୁଡି ଉଡେଇ ଡ୍ରୋନ ଖସାଉଛନ୍ତି ଆନ୍ଦୋଳନକାରୀ

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ନେଇ ସରକାର ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ସୀମାରେ ପ୍ରବେଶ କରିବା ପାଇଁ ଆନ୍ଦୋଳନକାରୀ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ରଖିଛି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ ମାଧ୍ୟମରେ ଟିୟର ଗ୍ୟାସ ପକାଯାଇଛି ।…

ଭାରତରେ ହେବ ଆଇପିଏଲ, ସୂଚନା ଦେଲେ ଚେୟାରମ୍ୟାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ଭାରତରେ ଆୟୋଜିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଛି । ଏହାର ପ୍ରମୁଖ କାରଣ ହେଲା ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ଏ ନେଇ ବୁଧବାର ଆଇପିଏଲ ଚେୟାରମ୍ୟାନ ଅରୁଣ ସିଂ ଧୂମାଲ…

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର

ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୧୯ ବର୍ଷରୁ…

ସଙ୍କଟରେ ସଲମାନ-କରଣଙ୍କ ଫିଲ୍ମ ଦି ବୁଲ !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁ ଓ ଲୋକପ୍ରିୟ ନିର୍ମାତା କରଣ ଜୋହରଙ୍କ ଦି ବୁଲ ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । ଟାଇଗର ୩ ପରେ ପ୍ରଶଂସକମାନେ ସଲମାନଙ୍କ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ହୋଇ ପଡିଥିଲେ । ତେବେ ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମ…

କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡ଼ି। ଷଷ୍ଠ ଥର ପାଇଁ ସମନ ଜାରି ଆସନ୍ତା ୧୯ ତାରିଖରେ ହାଜର ହେବାକୁ କହିଛି ଇଡ଼ି। ଏହା ପୂର୍ବରୁ ୫ଥର ସମନ ଜାରି ହୋଇଥିଲା। ଯାହାକୁ…

ଫେରିଲେ ସିନ୍ଧୁ, ଚୀନକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଆହତ କାରଣରୁ ଚାରି ମାସ ପରେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ଦିନ ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପ୍ (BATC) ର ମହିଳା ଇଭେଣ୍ଟରେ ଭାରତ ଶକ୍ତିଶାଳୀ ଚୀନ୍ ଦଳକୁ ୩-୨ରେ ପରାସ୍ତ କରିଛି। ସିନ୍ଧୁ ଏକ ବିଜୟରୁ…

୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ ।  ଦିନ ୧୦ଟା ୧୦ରୁ  ୧୦ଟା ୪୦ ମଧ୍ୟରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ କିଚକେଶ୍ୱରୀ  ମନ୍ଦିର…

କାହିଁକି ସବୁ ପୂଜାରେ ପ୍ରଥମେ କୁଳଦେବତା, ଗ୍ରାମ ଦେବତା ଏବଂ ଇଷ୍ଟ ଦେବତାଙ୍କୁ କରାଯାଏ ସ୍ମରଣ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ କୋଟି କୋଟି ଦେବୀ-ଦେବତାଙ୍କୁ ପୂଜା କରାଯାଏ । ସମସ୍ତ ଦେବୀ-ଦେବତାଙ୍କର ପୂଜାର ନିଜସ୍ଵ ବିଶେଷତା ଏବଂ ବିଶ୍ୱାସ ଅଛି । କିନ୍ତୁ ପୂଜା କରିବା ସମୟରେ, ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଯେ କୁଳଦେବତା, ଗ୍ରାମ ଦେବତା ଏବଂ ଇଷ୍ଟ ଦେବତାଙ୍କୁ ପୂଜା କରାଯାଏ । ଆଜି…

ଭାଲେଣ୍ଟାଇନ୍ ଡେ’: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସିକ୍ରେଟ୍ ସେଲିବ୍ରେସନ୍

ନୂଆଦିଲ୍ଲୀ: ଫେବୃଆରୀ ୧୪କୁ ଆମେ ଭାଲେଣ୍ଟାଇନ୍ ଡେ’ ଭାବେ ପାଳନ କରୁଛୁ । ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହର ଆଜି ଶେଷ ଦିନ । ଭାଲେଣ୍ଟାଇନ୍ ଡେ’କୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ । ପାର୍କ, ଫିଲ୍ମ ହଲ୍ ଓ ହୋଟେଲରେ ପ୍ରେମୀ ଯୁଗଳଙ୍କ ଭିଡ଼ ।…