Latest Odisha News

BREAKING NEWS

ହଲଦ୍ୱାନୀ ଦଙ୍ଗା ଯୋଜନାବଦ୍ଧ: ମୁଖ୍ୟମନ୍ତ୍ରୀ ଧାମୀ

ଡେରାଡୁନ: ଉତ୍ତରାଖଣ୍ଡର ହଲଦ୍ୱାନୀରେ ଏକ ବେଆଇନ ଭାବେ ନିର୍ମିତ ହୋଇଥିବା ମସଜିଦ ଭାଙ୍ଗିବା ପାଇଁ ପହଞ୍ଚିଥିବା ପୋଲିସ ଓ ପ୍ରଶାସନ ଉପରେ ଢେଲା ମାଡ଼ କରିଥିଲେ ସ୍ଥାନୀୟ ବାସିନ୍ଦା। ଏପରିକି ଅନେକ ପୋଲିସ ଗାଡିକୁ ମଧ୍ୟ ଜାଳି ଦିଆଯାଇଥିଲା। ଏହି ସମୟରେ, ଶୁକ୍ରବାର ବିଳମ୍ବିତ ରାତିରେ ସିଏମ୍…

ସ୍କଟଲାଣ୍ଡ୍‌ରୁ ମିଳିଲା ଉଡ଼ନ୍ତା ଡାଇନୋସରର ଅବଶେଷ

ନୂଆଦିଲ୍ଲୀ: ଏବେବି ରହସ୍ୟ ଘେରରେ ଡାଇନୋସୋରଙ୍କ ଅସ୍ତିତ୍ୱ। ପ୍ରାୟ ୧୬୬ ନିୟୁତ ବର୍ଷ ପୂର୍ବେ ଡାଇନୋସର ପୃଥିବୀରେ ରହୁଥିବା ଅଧ୍ୟୟନରୁ ଜଣାପଡିଛି। ମାତ୍ର ଏବେ ସେମାନେ ବିଲୁପ୍ତ। ତେବେ ଡାଇନୋସରକୁ ନେଇ କିଛି ଖୁଲାସା କରିଛନ୍ତି ବୈଜ୍ଞାନିକ। ସ୍କଟଲ୍ୟାଣ୍ଡର୍‌ ସ୍କାଇରୁ ଡେଣାଥିବା…

ପରିବାର ସଦସ୍ୟଙ୍କୁ ମିଳିଲା ଭାରତରତ୍ନ, ସେଥି ପାଇଁ ବିଜେପିରେ ମିଶୁଛନ୍ତି କି ଆରଏଲଡି ନେତା ଜୟନ୍ତ ଚୌଧୁରୀ?

ନୂଆଦିଲ୍ଲୀ:କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ବିଜେତାଙ୍କ ନାଁ। ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ନାତି ତଥା ଆରଏଲଡି ମୁଖ୍ୟ ଜୟନ୍ତ…

ପାକିସ୍ତାନରେ ପୁଣିଥରେ ସରକାର ଗଢିବେ ଇମ୍ରାନ !

ନୂଆଦିଲ୍ଲୀ: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଗୁଆ ରହିଛି। ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିବା ପିଟିଆଇ ପାକିସ୍ତାନରେ ସରକାର ଗଠନ କରିବାକୁ ଦାବି କରିଛି। ସରକାର ଗଠନ…

ରେକର୍ଡ କଲା ଏମ୍ସ: ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି

ଭୁବନେଶ୍ୱର: ପୁଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭୁବନେଶ୍ଵର ଏମ୍ସ। ରାଜ୍ୟରେ ପ୍ରଥମ ଥର ପାଇଁ ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ଛୁଞ୍ଚି। ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ସିଲେଇ ଛୁଞ୍ଚି ବାହାରି କରିଛନ୍ତି ଡାକ୍ତରୀ ଦଳ । ପଶ୍ଚିମବଙ୍ଗରୁ ଆସିଥିବା ୯…

ରଣଜୀ ଟ୍ରଫି: ପ୍ରାରମ୍ଭିକ ସଫଳତା ସତ୍ୱେ ପୁନର୍ବାର ନିରାଶ କଲେ ଓଡିଶା ବୋଲର

କଟକ: ରଣଜୀ ଟ୍ରଫି କ୍ରିକେଟର ଶୁକ୍ରବାର ଗ୍ରୁପ ଡିର ଏକ ମୁକାବିଲାରେ ଓଡିଶା ବିପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଉତରାଖଣ୍ଡ ୩ ୱିକେଟ ବିନିମୟରେ ୨୩୨ ରନ ସଂଗ୍ରହ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଉତରାଖଣ୍ଡ ୨ ୱିକେଟ ବିନିମୟରେ ୨୨ ରନ ସଂଗ୍ରହ କରି ପ୍ରାରମ୍ଭିକ ବ୍ୟାଟିଂ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍‌ସପେକ୍ଟର, କାରରୁ ୪.୨୭ ଲକ୍ଷ ଜବତ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର। ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଧରିଲା ଭିଜିଲାନ୍ସ। ନିଜ ଗାଡ଼ିରେ ନଗଦ ୪ ଲକ୍ଷ୨୭ ହଜାର ଟଙ୍କା ନେଇ ଭୁବନେଶ୍ବର ଯାଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ ଟିମ୍ । କାରରେ ଭୁବନେଶ୍ବର ଅଭିମୁଖେ…

ପୁଟିନଙ୍କ ସ୍ଵତନ୍ତ୍ର ସାକ୍ଷାତକାର: ବାଇଡେନଙ୍କୁ ଦେଲେ ଖୋଲା ଧମକ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟ ଦେଶର ସଂପର୍କରେ ଭଟ୍ଟା ପଡିଛି। ହଜାର ହଜାର ନୀରିହ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ଏବେ ବି ନରସଂହାର ଚାଲିଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର ସାମ୍ବାଦିକ ଟକର କାର୍ଲସନ ଋଷର ରାଷ୍ଟ୍ରପତି…

ମଦ ପିଇବା ପାଇଁ ଚାଲେଞ୍ଜ : ଅତ୍ୟଧିକ ମଦ୍ୟପାନ ଯୋଗୁଁ ଜଣେ ମୃତ

ଭୋପାଳ: ମଦ ପିଇବା ପାଇଁ ଅଜବ ସର୍ତ୍ତ ଲଗାଇ ଜଣଙ୍କର ଜୀବନ ଯାଇଛି। ଅତ୍ୟଧିକ ମଦ ପିଇବା କାରଣରୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଖାର୍ଗୋନ ଜିଲ୍ଲାରୁ ଆସିଛି ଏପରି ଏକ ଖବର। ଦୁଇ ସାଙ୍ଗ ଦିନେଶ ଓ ଅରୁଣ ମଦ ପିଇବା ପାଇଁ ସର୍ତ୍ତ ଲଗାଇଥିଲେ। ତେବେ ଅତ୍ୟଧିକ ମଦ୍ୟପାନ…

ଦିନିକିଆରେ ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ଦ୍ୱିଶତକ ମାରିଲେ ନିଶାଙ୍କା

ପାଲ୍ଲିକେଲ: ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ପଥୁମ ନିଶାଙ୍କା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଅପରାଜିତ ୨୧୦ ରନର ଇନିଂସ ଖେଳିଛନ୍ତି । ସେ ଏଥିସହ ଶ୍ରୀଲଙ୍କା ପକ୍ଷରୁ ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ସନଥ ଜୟସୂରିଆଙ୍କ ୧୮୯ ରନର ରେକର୍ଡ…