Latest Odisha News

BREAKING NEWS

‘ଓଡ଼ିଶା : ନବଦିଗନ୍ତର ସମ୍ଭାବନା’ ନେଇ ଆଲୋଚନା ‘ସେବା ମନୋବୃତ୍ତି ଓ ସଂକଳ୍ପ ନେଇ ସରକାର କାର୍ଯ୍ୟ…

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ '୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା' ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବସୂରୀମାନଙ୍କ ତ୍ୟାଗ, ତପସ୍ୟା ଓ…

କ୍ୟାନସରରେ ପୀଡିତ ବ୍ରିଟେନର ରାଜା ଚାର୍ଲସ ତୃତୀୟ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ବା କ୍ୟାନ୍ସର ରେ ପିଡିତ । ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରିବା ସମୟରେ ଜଣାପଡିଥିଲା କି ସେ କର୍କଟ ରୋଗରେ ପୀଡିତ । ତେବେ ସେ କେଉଁ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ସେନେଇ…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହିଦ-କ୍ରିତିଙ୍କ ‘ତେରୀ ବାତୋ ମେଁ ଏସା ଉଲଝା ଜିଆ’

ମୁମ୍ବାଇ: ଶାହିଦ କପୁର ଏବଂ କ୍ରିତି ସାନନଙ୍କ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ କମେଡି 'ତେରୀ ବାତୋ ମେଁ ଏସା ଉଲଝା ଜିଆ' କୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ପ୍ରଶଂସକମାନେ ଏହି ଦୁଇ ତାରକାଙ୍କ ଅନସ୍କ୍ରିନ କେମେଷ୍ଟ୍ରୀ ଦେଖିବାକୁ ଚାତକ ପରି ଚାହିଁ ବସିଛନ୍ତି । ଏହାରିଭିତରେ ଫିଲ୍ମଟି…

୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ଵର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ…

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ତେଜିଲା ବିବାଦ

ପୁରୀ: ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ସହ ପୁଣି ଖେଳ ଖେଳିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ସରକାରଙ୍କ ଅର୍ପଣ ରଥରେ ସଂଗୃହିତ ଚାଉଳରେ ଉଷୁନା ଚାଉଳ ବାହାରିବାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଭଳି ଅଭିଯୋଗ ଆଣିଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର…

ଓଡ଼ିଆ ଭାଷାରେ ବୈଷୟିକ ଜ୍ଞାନର ପ୍ରୟୋଗ ସମ୍ଭବ

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିବସରେ ଅତିବଡ଼ି ଜଗନ୍ନାଥ ଦାସ ପ୍ରକୋଷ୍ଠରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାବ ଆଧୁକାରୀଙ୍କ ଅଧକ୍ଷତାରେ "ବିଜ୍ଞାନର ଭାଷା ଭାବେ ଓଡ଼ିଆ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶକ୍ତି ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କଶକ୍ତି ସ୍ୱରୂପିଣୀ ଯୋଗମାୟା ଦେବୀ ଦୁର୍ଗେଦୁର୍ଗତିନାଶିନୀଙ୍କ ଆଲୋଚନା ଜାରି ରଖିବା । କିନ୍ତୁ ମନରେ ସ୍ଵତ୍ତ ପ୍ରଶ୍ନ ଉଠେ ଯଦି ପରଂବ୍ରହ୍ମ ଏକ ଓ ଅଦ୍ଵିତୀୟ ଏବଂ…

ଉତ୍ତରାଖଣ୍ଡରେ ଐତିହାସିକ ୟୁସିସି ବିଲ୍ ଆଗତ, ବିଲ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ପାଇଁ ଆଜି ହେଉଛି ଏକ ବଡ ଦିନ । କାରଣ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଐତିହାସିକ ସମାନ ନାଗରିକ ସଂହିତା ବିଲ୍‌ । ବିଧାନସଭାରେ ବିଲ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେପଟେ କିନ୍ତୁ ବିଲ୍ ଆଗତ ବେଳେ ଦେଖିବାକୁ ମିଳିଛି ବିରୋଧୀ କଂଗ୍ରେସ…

ଜାଭେଦ ମୋତେ ଯେତେ କଥା ଶୁଣାଉଛନ୍ତି, ପୁଅକୁ ମିର୍ଜାପୁର ନେଇ କାହିଁକି କହୁ ନ ଥିଲେ: ସନ୍ଦୀପ

ମୁମ୍ବାଇ: ଆନିମଲ ଫିଲ୍ମର ସଫଳତା ନେଇ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗା ବେଶ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି ଫିଲ୍ମ ଯୋଗୁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏଥିନେଇ ତାଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ମଧ୍ୟ ପଡିଛି । ପ୍ରତିଷ୍ଠିତ ଗୀତିକାର…

ପୁରା ଜୀବନ ଏକାକୀ ବିତାଇଥିଲେ ଲତା, କାହିଁକି କରିନଥିଲେ ବିବାହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ସ୍ଵର କୋକିଳା ଲତା ମଙ୍ଗେଶକର ହୁଏତ ଆଜି ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କର ସେହି ମନଛୁଆଁ ଗୀତ ପାଇଁ ସେ ଆଜି ବି କୋଟି କୋଟି ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ଆଜି ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ | ୬ ଫେବୃଆରୀ ୨୦୨୨ ରେ, ଲତା ଦିଦି ଏହି ଦୁନିଆ ଛାଡି ସବୁଦିନ…