Latest Odisha News

ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଗସ୍ତରେ ଯାଇ ନବନିର୍ମିତ ଆଇଆଇଏମ ସ୍ଥାୟୀ ନୂଆ କ୍ୟାମ୍ପସର କରିବେ ଲୋକାର୍ପଣ । ଏହାସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ମଧ୍ୟ କରିବେ ମୋଦି । ଯେଉଁଥିରେ ସମ୍ବଲପୁର…

ଶତକୀୟ ଇନିଂସ ସହ ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ବ୍ୟାଟର ଜୟସ୍ୱାଲ

ବିଶାଖାପାଟନମ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ…

ମୁସଲିମ ପକ୍ଷଙ୍କୁ ଝଟକା, ଜ୍ଞାନବାପିରେ ଜାରି ରହିବ ପୂଜାପାଠ: ଆହ୍ଲାବାଦ ହାଇକୋର୍ଟ

ବାରାଣସୀ:ବିବାଦୀୟ ଜ୍ଞାନବାପି ମାମଲାକୁ ନେଇ ଆସୁଛି ମାନ୍ୟବର ଅଦାଲତଙ୍କ ରାୟ। ଯେଉଁଥିରେ ଶୁଣାଣି ହିନ୍ଦୁ ପକ୍ଷକୁ ଯାଉଥିବା ବେଳେ ମୁସଲିମ ପକ୍ଷକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଜ୍ଞାନବାପି ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ଆସିଥିବା ବେଳେ, ବିରୋଧରେ…

ଏଥର ଡରିବେ ଶତ୍ରୁ; ସର୍ଭେ ଜାହାଜ ‘ସନ୍ଧ୍ୟାକ୍’ ସାମିଲ ହେଲେ ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ 'ସନ୍ଧ୍ୟାକ୍' ସାମିଲ ହେବ। ଶନିବାର ଦିନ ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ୟୁନିଟର ଏକ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବାସଭବନରେ ପହଞ୍ଚି ନୋଟିସ୍ ପ୍ରଦାନ କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ…

ଚଣ୍ଡିଗଡ ମେୟର ନିର୍ବାଚନ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ ବେଳେ ଅଟକ ଦଳୀୟ ନେତା

ନୂଆଦିଲ୍ଲୀ:ଦିଲ୍ଲୀ ପହଁଚିଲା ଚଣ୍ଡିଗଡ ମେୟର ନିର୍ବାଚନ ମାମଲା। ବିଜେପି କାର୍ଯ୍ୟାଳୟ ଆଗରେ ଆପ୍ ର ଗର୍ଜନ। ଘେରାଉ ବେଳେ ଅଟକ ରହିଲେ ଦଳୀୟ ନେତା। ଶୁକ୍ରବାର ଚଣ୍ଡିଗଡ଼ ନିର୍ବାଚନରେ ହୋଇଥିବା ଠକେଇ ଅଭିଯୋଗରେ ଦିଲ୍ଲୀର ବିଜେପି ମୁଖ୍ୟାଳୟ ବାହାରେ ବିରୋଧ କରିବାକୁ ଘୋଷଣା କରିଥିଲା ଆମ୍ ଆଦମୀ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ 

ଖୋର୍ଦ୍ଧା: ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଖୋର୍ଦ୍ଧା ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୁଷ ଦନ୍ତା…

ହତ୍ୟାକାରୀ ପ୍ରେମୀଯୁଗଳଙ୍କୁ ମୃତ୍ୟୁଦଣ୍ଡ, ଦୁଇ ଶିଶୁଙ୍କୁ ଛାତରୁ ଫିଙ୍ଗି ମାରିଥିଲେ

ବେଜିଂ: ଚୀନରେ ହତ୍ୟାକାରୀ ପ୍ରେମୀ ଯୁଗଳଙ୍କୁ ମୃତ୍ୟୁଦଣ୍ଡ। ଦୁଇ ଶିଶୁଙ୍କୁ ୧୫ ମହଲା କରିଡରରୁ ଫିଙ୍ଗି ହତ୍ୟା କରିଥିଲେ। ପ୍ରେମିକା ପାଇଁ ଦୁଇ ନୀରିହ ପିଲାଙ୍କୁ ଛାତରୁ ପକାଇ ମାରି ଦେଇଥିଲା ଜନ୍ମ କଲା ବାପା। ଚୀନ ଚୋଙ୍ଗକିଙ୍ଗର ଏହି ଘଟଣା ପରେ ଉଭୟଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ…

ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କଲେ ବିଶ୍ଵ ରେକର୍ଡ 

ଭୁବନେଶ୍ୱର: ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କଲେ ବିଶ୍ୱ ରେକର୍ଡ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା…