ଭାରତୀୟ ବିମାନ ବୋଲି ଏୟାରଲିଫ୍ଟ ପାଇଁ ଅନୁମତି ଦେଲେନି ମାଳଦ୍ୱୀପ ରାଷ୍ଟ୍ରପତି, ଅସୁସ୍ଥ ନାବାଳକର ମୃତ୍ୟୁ
ନୂଆଦିଲ୍ଲୀ: ଭାରତ-ମାଳଦ୍ୱୀପ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତିକ୍ତତା। ଏପରିସ୍ଥିତିରେ ଭାରତୀୟ ବିମାନକୁ ଅନୁମତି ନଦେବାରୁ ୧୪ବର୍ଷୀୟ ଅସୁସ୍ଥ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାଳଦ୍ୱୀପର ଜଣେ ସାଂସଦ ସୋସିଆଲ ମିଡିଆ ଏକ୍ସରେ ଏହାକୁ…