Latest Odisha News

ପ୍ରେମ ପାଇଁ ପରିତ୍ୟାଗ କଲେ ୨୫୦୦ କୋଟି ଟଙ୍କାର ସମ୍ପତ୍ତି

ଜାକାର୍ତା: ପ୍ରେମକୁ କେହି କିଣି ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ । ଏହା ଅମୂଲ୍ୟ । ହଁ ଏହାର ମାନେ ଯେଉଁମାନେ ବୁଝିଛନ୍ତି । ଏ ଭଳି ଏକ ଦୃଷ୍ଟାନ୍ତମୂଳକ ପ୍ରେମ ଖବର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ପ୍ରେମିକକୁ ପାଇବା ପାଇଁ ଜଣେ ପ୍ରେମିକା ୨୫୦୦ କୋଟି ଟଙ୍କାର…

ରାମ ମନ୍ଦିରରେ ସ୍ଥାପନ ହେବ ସ୍ଥପତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ଖୋଦିତ ମୂର୍ତ୍ତି, ସ୍ପଷ୍ଟ କଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହରେ ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହଙ୍କୁ ନେଇ ଚାଲିଥିବା ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ…

ଜାମ୍ମୁ-କାଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ: ସ୍ଥଳସେନା ମୁଖ୍ୟ

ହାଇଦ୍ରାବାଦ: ଆଜି ୭୬ତମ ସେନା ଦିବସ ପାଳୁଛି ଦେଶ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ଅଭିଭାଷଣ ରଖିଛନ୍ତି । ସେନା କିଭଳି ମଣିପୁର ସ୍ଥିତିକୁ ଆୟତ୍ତ କରିଛି ସେ ସମ୍ପର୍କରେ କହିଛନ୍ତି।ଏଥିସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା କହିଛନ୍ତି…

ଡିପଫେକ୍ ଭିଡିଓର ଶିକାର ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ପ୍ରଥମେ ଝିଅ ଆଉ ଏବେ ବାପା । ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଛନ୍ତି ।ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ସଚିନଙ୍କ ଏହି ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଖୋଦ୍ ସଚିନ୍ । ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ…

ଏହି ଦିନ ଆପଣଙ୍କୁ ମିଳିବନି ମଦର ଗୋଟିଏ ବି ବୁନ୍ଦା, ‘ଡ୍ରାଏ ଡେ’ରେ ଏହି ରାଜ୍ୟରେ ବ୍ୟାନ୍ ହେଲା ମଦ

ମଧ୍ୟପ୍ରଦେଶ: ସଜେଇ ହେଉଛି ଅଯୋଧ୍ୟା । ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯାଇଛି । ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ସମୀକ୍ଷା କଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୧୭ରେ ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ପୁରୀରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ । ତାଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ…

ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ର ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି କୁ ବ୍ୟବସାୟୀ ଙ୍କ ବିରୋଧ ଜାରି ରହିଛି । ଆଜି ପ୍ରଭାବିତ ବ୍ୟବସାୟୀ ଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ବ୍ୟବସାୟି ଙ୍କୁ ପ୍ରଥମେ ଥଇଥାନ କରିବା ପରେ ଅନ୍ୟତ୍ର ସ୍ଥାନାନ୍ତର…

ବିଗିଡିବାରେ ଲାଗିଛି ଆର୍ଥିକ ଅବସ୍ଥା, ୧୨ଟି ଅଣ୍ଡାର ମୂଲ୍ୟ ୪୦୦ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡିବାରେ ଲାଗିଛି ପାକିସ୍ତାନର ଆର୍ଥିକ ଅବସ୍ଥା । ପରିସ୍ଥିତି ବର୍ତ୍ତମାନ ଏପରି ଜଟିଳ ହୋଇଛି ଯେ, ଦରଦାମ୍ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି । ପରିବା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ସବୁର ଦର ବର୍ତ୍ତମାନ ୫ଗୁଣା ଅଧିକ ବୃଦ୍ଧି ପାଇଛି । ଏପରି…

ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ମୃତ ଯାତ୍ରୀ ଜଣଙ୍କ ହେଲେ ଗୌରାଙ୍ଗ ପ୍ରଧାନ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର…

ଜମିହରା ଉପେକ୍ଷିତ, ଜମିଟଙ୍କା ଓ କର୍ମନିଯୁକ୍ତି ଦାବିରେ ମହିଳାଙ୍କ ଆମରଣ ଅନଶନ

ତାଳଚେର: ତାଳଚେର ଜଗନ୍ନାଥ ଏରିଆ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା । ଆଜକୁ ତିନି ଦିନ ହେଲା ନରହରିପୁର ଗ୍ରାମର ଜଣେ ଝିଅ ପ୍ରଣତି ପ୍ରଧାନ ଜଗନ୍ନାଥ ଜିଏମ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ନିଜ ପୂର୍ବ ପୁରୁଷ ଙ୍କ ଘର ଡିହ ଜମିବାଡ଼ି ହରାଇ, ଜମିର ଟଙ୍କା ଓ…