Latest Odisha News

BREAKING NEWS

ବିଡିଓଙ୍କ ବିରୋଧରେ ମେଳି: ନିର୍ବାଚିତ ପ୍ରତିନିଧିଙ୍କ ଅନଶନ ବଢ଼ାଇଲା ରାଜନୈତିକ ତାତି

ବାଲିଆପାଳ: ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବଦଳି ଦାବିରେ ବାଲିଆପାଳରେ ୪୨ ଜଣ ସରପଞ୍ଚ ଓ ୫୬ ଜଣ ସମିତି ସଭ୍ୟ ଷଷ୍ଠ ଦିନ ପାଇଁ ଅନଶନ ଜାରି ରଖିଛନ୍ତି। ନିୟମ ଉଲ୍ଲଂଘନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ସହ ଅପମାନ ଜନକ ବ୍ୟବହାର କରୁଥିବା ଅଭିଯୋଗ କରି…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଏହି ରାଜ୍ୟଗୁଡ଼ିକରେ ଡ୍ରାଏ ଡେ’

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯିବ। ଉତ୍ତର ପ୍ରଦେଶର ଅବକାରୀ ବିଭାଗ ସବୁ ମଦ ଦୋକାନ ୨୨ ଜାନୁୟାରୀରେ ବନ୍ଦ ରଖୁବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ…

ହୃଦଘାତରେ ଭେଟେରାନ ଗାୟିକା ପ୍ରଭା ଅତ୍ରେଙ୍କର ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରଭା ଅତ୍ରେଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁଁ ପୁଣେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇରେ ପ୍ରଭାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ମାତ୍ର…

ରାଜ୍ୟରେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା: ୧୧ଟି ପାଠ୍ୟକ୍ରମ ଅପଲୋଡ

ଭୁବନେଶ୍ବର: ପିଲାଙ୍କ ପାଇଁ ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସ୍ମାର୍ଟ ସ୍କୁଲ ଓ କଲେଜ ପରେ ଏବେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା । ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ଘରେ ବସି ପିଲା ସେମିଷ୍ଟାର୍ ଓ ପରୀକ୍ଷା ପାଇଁ ପ୍ରସ୍ତୁତ…

ମୁମ୍ବାଇ ଡୋମ୍ବିଭଲିରେ ଥିବା ଏକ ବହୁ ତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ 

ମୁମ୍ବାଇ: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ମହଲାର ଏକ ଗ୍ୟାଲେରୀ ଜଳି ଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ତିନୋଟି ଅଗ୍ନିଶମ ବାହିନୀ…

ଚୀନର ଏକ କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ବେଜିଂ: ଚୀନର ହେନାନ ପ୍ରଦେଶରେ ଥିବା ପିଙ୍ଗ୍‌ଦିଙ୍ଗ୍‌ଶାନ ତିଆନାନ କୋଇଲା ଖଣି କୋଲ୍‌ ମାଇନିଙ୍ଗ୍‌ରେ ଦୁର୍ଘଟଣା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। କୋଇଲା ଖଣିରେ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୋଇଲା ଏବଂ ଗ୍ୟାସ…

ଡିଉ ବେଳାଭୂମି କ୍ରୀଡା-୨୦୨୪: ଚାମ୍ପିଅନ୍ ହେଲା ମଧ୍ୟପ୍ରଦେଶ

ଡିଉ: ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ଡିଉର ସ୍ଵଚ୍ଛ ଓ ନିର୍ମଳ ଘୋଘଲା ବିଚ୍ ରେ ଆୟୋଜିତ ଭାରତର ପ୍ରଥମ ମଲ୍ଟି-ସ୍ପୋର୍ଟସ୍ ବେଳାଭୂମି କ୍ରୀଡା-୨୦୨୪ ଉଦଯାପିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ୭ଟି ସ୍ଵର୍ଣ୍ଣ ପଦକ ମୋଟ ୧୮ଟି ପଦକ ସହ ପଦକ ତାଲିକାରେ ଶୀର୍ଷରେ ରହିଛି । ଏହି ଏଲ୍ଲେଖନୀୟ ସଫଳତା…

ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ବିଜେପିର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀ INDIA ମେଣ୍ଟ ଗଠନ କରିଛନ୍ତି। ମୋଦୀଙ୍କୁ ହରାଇବା ପାଇଁ ବିରୋଧୀ ସମସ୍ତ ପ୍ରକାରର ଚେଷ୍ଟ ଚଳାଇଛନ୍ତି। ସମାନ ଢଙ୍ଗରେ ବିଜେପି ଏହି ନିର୍ବାଚନ ଜିତିବା ପାଇଁ କୌଣସି ପ୍ରକାରର ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ।…

୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସଜେଇ ହେଉଛି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା: ଜାତୀୟ ରାଜପଥ ଅବରୋଧ କଲା ବିଜେପି କର୍ମୀ

ଭୁବନେଶ୍ଵର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଜୀବନ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ଏନେଇ ପୋଲିସ ବିରୋଧରେ ସତ…