୫ଟି ଅଧ୍ୟକ୍ଷଙ୍କ ଘୋଷଣା: ଅଙ୍ଗନବାଡ଼ି, ଆଶା କର୍ମୀ ଓ ରୋଷେୟାଙ୍କ ଦରମା ବୃଦ୍ଧି ହେବ
ନବରଙ୍ଗପୁର: ରାଜ୍ୟ ସରକାର ଖୁବ୍ ଶୀଘ୍ର ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି।
ଜିଲ୍ଲାର ରାଇଘରଠାରେ ଆୟୋଜିତ ଆମ ଓଡ଼ିଶା ଆମ ନବୀନ…