ଦୁନିଆରେ ଅଛନ୍ତି ଏମିତି ଜୀବ, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି
ନୂଆଦିଲ୍ଲୀ: ବିଶ୍ୱାସ ଲାଗୁ ନ ଥିଲେ ବି ସତ । ଏ ପୃଥିବୀରେ ଏପରି ଜୀବ ଅଛିନ୍ତି, ଯିଏ ଦିନରେ ୧୦ ହଜାର ଥର ଶୁଅନ୍ତି । ନିକଟରେ ବୈଜ୍ଞାନିକମାନେ ଏନେଇ ଏକ ତଥ୍ୟ ପ୍ରକାଶ କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଜୀବ ହେଉଛି ଚିନ୍ସଟ୍ରାପ ପେଙ୍ଗୁଇନ୍ । ଆଣ୍ଟାର୍କଟିକା…