Latest Odisha News

BREAKING NEWS

ବିଏସଏଫ ଭ୍ଯାନ ଦୁର୍ଘଟଣାଗ୍ରସ୍ତ: ୧୫ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବିଏସ୍‌ଏଫ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।୪୦୭ ମେଟାଟର ଗାଡ଼ିରେ ବିଏସ୍‌ଏଫ ଯବାନମାନେ ଯିବାବେଳେ କୁମ୍ଭାରୀ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୧୫ ଯବାନ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଯବାନ…

ଆମେରିକାରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଫଳକରେ ଭାରତ ବିରୋଧୀ ନାରା ଲେଖିଲେ ଖଲିସ୍ତାନୀ

ୱାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନୀ ସମର୍ଥକମାନେ ହାୱାର୍ଡରେ ଥିବା ବିଜୟ ଶେରୱାଲୀ ମନ୍ଦିରରେ ଭାରତ ବିରୋଧୀ ସ୍ଲୋଗାନ ଲେଖିଛନ୍ତି। ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନଜନକ ଶବ୍ଦ ଲେଖିବା ସହ…

ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିବେ ଉତ୍ତର ପ୍ରଦେଶ ଜେଲରେ ଥିବା କଏଦୀ 

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। କେହି ଯେପରି ପ୍ରଭୁଙ୍କ ଆଶୀର୍ବାଦରୁ ବଞ୍ଚିତ ନ ହୁଅନ୍ତୁ ସେ ନେଇ ସବୁ ବ୍ୟବସ୍ଥା କରାଯାଇଛି। ତେବେ ଜେଲରେ ଥିବା କଏଦୀ ମଧ୍ୟ ପ୍ରଭୁଙ୍କ ଦର୍ଶନ…

କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାପ-ଝିଅ ମୃତ

ଆନନ୍ଦପୁର: କେନ୍ଦୁଝର ଗୁଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ ବାପ-ଝିଅ ମୃତ। ରୁଗୁଡ଼ି ଥାନା ଠାରୁ ଅଳ୍ପ ଦୂର ଏନ୍ ଏଚ୍ ୫୨୦ରେ ଏଭଳି ଅଘଟଣ ଘଟିଛି । ମୃତକମାନେ ହେଲେ, ବଲାଣୀ ଥାନା ଲସର୍ଦା ଵୁରୁ ସାହିର ରାମ ସିଂ ମୁଣ୍ଡା ଓ ତାଙ୍କ ଝିଅ ତୁରୀ ମୁଣ୍ଡା । ଉଭୟ ଏକ ବାଇକ୍…

୩ ଲକ୍ଷ ୩୨ ହଜାର ଟଙ୍କା ଚୋବାଇଦେଲା ପୋଷା କୁକୁର, ଏହା ଦେଖି ମାଲିକ ହେଲେ ବେହୋସ୍ ! 

ନୂଆଦିଲ୍ଲୀ;  ଆମେରିକାର ପେନସିଲଭେନିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଜଣେ କୁକୁର ମାଲିକଙ୍କୁ ଜୋରଦାର ଝଟକା ଲାଗିଛି।  ପ୍ରକୃତ ଘଟଣା ହେଉଛି ମାଲିକ କ୍ଲେଟନ୍‌ ଓ ତାଙ୍କ ସ୍ତ୍ରୀ କ୍ୟାରି ଲ’ଙ୍କ ୪ ହଜାର ଡଲାର ଅର୍ଥାତ୍ ୩ ଲକ୍ଷ ୩୨ ହଜାର ଟଙ୍କାକୁ ତାଙ୍କ ୭ ବର୍ଷୀୟ…

ଉତ୍ତର କୋରିଆର ୨୦୦ ତୋପ ନିକ୍ଷେପ ପରେ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦେଲା ଦକ୍ଷିଣ କୋରିଆ 

ସିଓଲ୍‌: ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଅନେକ ଶାନ୍ତି ଚୁକ୍ତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି । ଆଜି ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମା ନିକଟରେ ୨୦୦ ରୁ ଅଧିକ ତୋପ ବୋମା ବା…

ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ; ପଛରେ ପଡିଗଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧନୀ ତାଲିକା ଦୌଡରେ ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର…

ଏ ହେଉଛି ପ୍ରଥମ ଭାରତୀୟ ଫିଲ୍ମ ଯାହାର ପ୍ରିମିୟର ଆମେରିକାରେ ହୋଇଥିଲା

ମୁମ୍ବାଇ; ଭାରତରେ ସିନେମା ଇଣ୍ଡଷ୍ଟ୍ରୀ ଆରମ୍ଭ ହେବା ପରେ ଫିଲ୍ମ ନିର୍ମାତାମାନେ ଭାରତୀୟ ସଂସ୍କୃତି ଉପରେ ଆଧାରିତ ହୋଇଥିବା କାହାଣୀକୁ ବଡ଼ ପରଦାକୁ ଆଣିବାକୁ ଚେଷ୍ଟା କରିଥିଲେ। ସେଥିରେ ରାମାୟଣ ସବୁଠାରେ ଉପରେ ରହିଥିଲା।  ଫିଲ୍ମରେ ସାଉଣ୍ଡର ପ୍ରଚଳନ ପରେ ୧୯୩୦ରୁ ୧୯୪୦…

ଦୃତ ବେଗରେ ବଢୁଛି ଭାରତର ଅର୍ଥବ୍ୟବସ୍ଥା: UN

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ୨୦୨୪ ଶେଷ ବେଳକୁ ଏହାର ଅର୍ଥ ବ୍ୟବସ୍ଥା ୬.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରିଛି ମିଳିତ ଜାତିସଂଘ ବା ୟୁଏନ। ମିଳିତ ଜାତିସଂଘ (ଜାତିସଂଘ) ଅନୁଯାୟୀ, ଉତ୍ପାଦନ ତଥା ସେବା କ୍ଷେତ୍ରରେ ଘରୋଇ ଚାହିଦା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ପୁରୀ ଯାଇ ଶ୍ରୀସେତୁ ନିକଟ ଭେଣ୍ଡିଙ୍ଗ ଜୋନ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମଙ୍ଗ ଠାରେ ନୂତନ କରି ହୋଇଥିବା ପାର୍କିଂ ବ୍ୟବସ୍ଥା ର ଅନୁଧ୍ୟାନ ସହ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ରେ…