STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩, ୭୫ ଅଭିଯୁକ୍ତ ହୋଇଥିଲେ ଗିରଫ
ଭୁବନେଶ୍ଵର: STF ପାଇଁ ସଫଳତାର ବର୍ଷ ଥିଲା ୨୦୨୩ । ଗତ ବର୍ଷ ଏସଟିଏଫ୍ ୪୧ଟି ମାମଲା ରୁଜୁ କରି ଓଡିଶା ସମେତ ୬ ରାଜ୍ୟର ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏତଦବ୍ୟତୀତ ୮କିଲୋ ବ୍ରାଉନସୁଗର, ୪୫୬ କୁଇଣ୍ଟାଲ୍ ଗଞ୍ଜେଇ, ୨କେଜି ୮୮୦ ଗ୍ରାମର ଅଫିମ ଜବତ କରିଛି ଏସଟିଏଫ୍ । ଏଥିସହ ଲକ୍ଷ ଲକ୍ଷ…