ଚା’ ମାଗିବାରୁ ସ୍ୱାମୀଙ୍କୁ କଇଁଚିରେ ଆକ୍ରମଣ କରି ସ୍ତ୍ରୀ ଫେରାର
ଲକ୍ଷ୍ନୌ: ସ୍ବାମୀ ଚା' ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଫେରାର ହୋଇଯାଇଥିବା ଅଭିଯୋଗ। ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଘଟିଥିବା ଏହି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ…