ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରୀ, ଲୁଟିନେଲେ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସ
ଭଦ୍ରକ: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଠାକୁରଙ୍କ ଅଳଙ୍କାର ସମେତ ହୁଣ୍ଡୀ ବାକ୍ସକୁ ନେଇ ଚାଲିଗଲେ ଦୁର୍ବୃତ । ଘଟଣା ଘଟିଛି ଭଦ୍ରକ ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆରେ ଥିବା ସର୍ବ ପୂରାତନ ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରେ । ସକାଳୁ ପୂଜାରୀ ଆସି…