Latest Odisha News

BREAKING NEWS

କାମ ନସରୁଣୁ ରାସ୍ତାରୁ ଉଠୁଛି ପିଚୁ, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ

ନୂଆପଡା: ଗାଁ ଠାରୁ ସହରକୁ ସଂଯୋଗ କରିବାକୁ ବିଭିନ୍ନ ରାସ୍ତା କାମ ପାଇଁ ସରକାର ମହତ ଉଦ୍ଧେଶ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧ୍ୟରେ ପିସି କାରବାର ଓ ଲାଭଖୋର ନୀତି ଯୋଗୁଁ ରାସ୍ତା ମାନ ନିମ୍ନରୁ ଅତିନିମ୍ନ ଭାବରେ କାର୍ଯ୍ୟ ହୋଇଛି…

ଜିଏସଟି ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ

ସୁବର୍ଣ୍ଣପୁର : ଜିଏସଟି ଫାଙ୍କିବା ଅଭିଯୋଗରେ ରେଡ୍  । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ସହଲା ରୋଡ ରେ ଥିବା କେଜିଏନ୍ ସାନିଟାରୀ ଓ ମୁକ୍ତାର ଟ୍ରେଡସ ଦୁଇଟି ଜାଗାରେ ବଲାଙ୍ଗୀର ଜିଏସଟିର ୬ ଜଣିଆ ଟିମ୍ ଚଢ଼ାଉ କରୁଛି  । GST ଫାଙ୍କିବା ଅଭିଯୋଗ ରେ ଏହି ରେଡ୍ ଜାରି ରହିଛି ।…

ଓଡିଶାରେ କାଶ୍ମୀର ଆତଙ୍କୀ ! ୨୦୧୮ରୁ ରହୁଥିଲା ବୁଖାରୀ

ଯାଜପୁର:  କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଛି । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ କରାଯାଇଛି ।…

୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ: ୨ଟି ପୁରସ୍କାର ଗ୍ରହଣ କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ହୋଇଯାଇଛି ୬୮ ତମ ଜାତୀୟ ରେଳ ପୁରସ୍କାର ସମାରୋହ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ ୨୧ ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ ୧୦୦ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।…

୧୫ ହଜାର ଗୀତ ପୂରଣ କଲା ତାଲ୍ ମ୍ୟୁଜିକ୍

ଭୁବନେଶ୍ବର : ବିଗତ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ତାଲ ମ୍ୟୁଜିକ ଓଡିଶା ସଙ୍ଗୀତ ଜଗତକୁ ତାର ଭେଟି ଦେଇ ଆସିଛି  । ବହୁ ଉତଥାନ ପତନ ଦେଇ ଗତି କରି ଆଜି ଏହି ସ୍ଥାନରେ ପହଞ୍ଚିଛି ତାଲ ମ୍ୟୁଜିକ୍  । ଆଜି ସେ ଶୁଭ ମୁହୂର୍ତ୍ତ ଆସିଛି । ତାଲ ମ୍ୟୁଜିକ ୧୫ ହଜାର ଗୀତରେ ପଦାର୍ପଣ କରିଛି । ଏହି…

ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ଟେଷ୍ଟ ବିଜୟ

ମୁମ୍ବାଇ: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଭାରତ ୩୪୭ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରେକର୍ଡ କରିଛି । ଶ୍ରୀଲଙ୍କା ମହିଳା ଟିମ ୩୦୯ ରନରେ ପାକିସ୍ତାନକୁ ହରାଇ ଏହି ରେକର୍ଡ କରିଥିଲା । ଏହା ବ୍ୟତୀତ ପ୍ରଥମ ଥର…

ନୂଆବର୍ଷରୁ ନୂଆ ନିୟମ, ଶ୍ରୀମନ୍ଦିରକୁ ପଲିଥିନ ମନା

ପୁରୀ: ଏବେ ଆଉ ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିବନି ପଲିଥିନ ବ୍ୟାଗ । ପୂର୍ବରୁ ପଲିଥିନ ବ୍ୟାନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଯାହାଫଳରେ ଭକ୍ତ ମାନେ ହାତରେ ପଲିଥିନ ଥରି ମନ୍ଦିର ଭିତରକୁ ଯାଉଥିଲେ । କିନ୍ତୁ ଏବେ ନୂଆବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ…

ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ ବି, ଜାଣନ୍ତୁ ଏହାର ପ୍ରକାରଭେଦ ବିଷୟରେ

ନୂଆଦିଲ୍ଲୀ: ଦୈନନ୍ଦିନ କାର୍ଯ୍ୟଗୁଡିକ ସଠିକ୍ ଭାବରେ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବସ୍ ଏବଂ ଭଲ ଫ୍ୟାଟ୍ ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ…

ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଭୋର୍ ସକାଳ ୫ଟାରୁ ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି  ।  ଏବଂ ଶ୍ରୀକ୍ଷେତ୍ରରେ  ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି  । ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ବୁଲି ପ୍ରକଳ୍ପ…

ରୋହିତ ହଟିଲେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ସଂଖ୍ୟା କମିଲା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ଆଇପିଏଲ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ତେବେ ଫ୍ରାଂଚାଇଜର ଏହି ନିଷ୍ପତିକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତିି । ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।…