ଗୋବରରୁ ପ୍ରସ୍ତୁତ ଇନ୍ଧନରେ ରକେଟ୍ ଉତକ୍ଷେପଣ!
ଟୋକିଓ: ଗାଈ ଗୋବରରୁ ପ୍ରସ୍ତୁତ ଇନ୍ଧନକୁ ରକେଟରେ ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ଜାପାନ । ଜାପାନର ସ୍ପେସ୍ ଇଣ୍ଡଷ୍ଟ୍ରି ଗୁରୁବାର ଏକ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନ୍ ପରୀକ୍ଷଣ କରିଛି । ଏହି ରକେଟ୍ ଇନ୍ଧନ ଗାଈ ଗୋବରରୁ ପ୍ରସ୍ତୁତ ହୋଇଛି । ଗୋବରରୁ ପ୍ରସ୍ତୁତ ବାୟୋମିଥେନକୁ ବ୍ୟବହାର…