ଶୀତଦିନିଆ ମେକଅପ୍ ଟିପ୍ସ
ନୂଆଦିଲ୍ଲୀ : ଶୀତ ଋତୁରେ ସାଧାରଣତଃ ଆମେ ତ୍ବଚାକୁ ନେଇ ବେଶି ସଚେତନ ରହିଥାଉ । କାହିଁକି ନା ଏହି ଋତୁରେ ଆମ ତ୍ବଚା ଅଧିକ ଶୁଷ୍କ ଦେଖାଯାଏ । ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ବଡି ଲୋସନ୍, ଭେସଲିନ୍ ଇତ୍ୟାଦି ବ୍ୟବହାର କରିଥାଉ । ଆଜି ଆମେ କିଛି ଶୀତଦିନିଆ ମେକଅପ ଟିପ୍ସ ବିଷୟରେ…