Latest Odisha News

BREAKING NEWS

ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ଗିରଫ ହେଲେ ୩ ଯୁବକ

ନୂଆଦିଲ୍ଲୀ: ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ମାତ୍ର ୧୨ ମିନିଟ୍‌ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ…

ବାତ୍ୟା ମିଗ୍‌ଜୋମ୍‌ରେ ଫସିଲେ ଅମୀର ଖାନ୍‌

ମୁମ୍ବାଇ: ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଅମୀର ଖାନ୍ । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ସେ…

୧୫ରୁ କୋରାପୁଟରେ ଚାଲିବ ଲକ୍ଷ୍ମୀ ବସ୍‌: ଜୟପୁର ବ୍ଲକରେ ୩ଟି ରୁଟରେ ଗଡ଼ିବ

ଜୟପୁର: ମାଲାକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପରେ ଏବେ କୋରାପୁଟ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ । କୋରାପୁଟ ଜିଲ୍ଲାରେ ଆସନ୍ତା ୧୫ତାରିଖରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାରମ୍ଭିକ ଭାବେ ୨୦ଟି ନୂଆ ବସ ଆସିବା ସହ ଷ୍ଟିକରିଂ ଚାଲିିଥିବା…

ରାଜ୍ୟରେ ‘ମହିଳା ସୁରକ୍ଷା ବ୍ୟବସ୍ଥା’ କେବଳ ‘ନୀଳ ରଙ୍ଗ ବୋର୍ଡ’ରେ ସୀମିତ: ବିଜେପି

ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ରାଜ୍ୟରେ 'ମହିଳା ସୁରକ୍ଷା ବ୍ୟବସ୍ଥା' କେବଳ 'ନୀଳ ରଙ୍ଗ ବୋର୍ଡ'ରେ ସୀମିତ ହୋଇ ରହିଛି । ଗତକାଲି ଏନ୍‌ସିଆର୍‌ବି ରିପୋର୍ଟ ପ୍ରକାଶ ପାଇବା ପରେ ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ମୁଖପାତ୍ର…

ସଫଳ କ୍ୟାରିୟରରୁ ବର୍ବାଦ ଆଡକୁ ପଳାଇ ଯାଇଥିଲେ ବବି ଦେଓଲ..ଏବେ ପୁଣି ଚର୍ଚ୍ଚାରେ

ମୁମ୍ବାଇ: ଆନିମଲ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରୁଛି । ରଣବୀର କାପୁର, ବବି ଦେଓଲ ଓ ଅନୀଲ କାପୁରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି । ତେବେ ଏହି ଫିଲ୍ମ ବବିଙ୍କ କ୍ୟାରିୟରକୁ ନୂତନ ଦିଗ ପ୍ରଦାନ କରିଛି । ୧୯୯୫ରେ ବରସାତ ଫିଲ୍ମ ମାଧ୍ୟମରେ ବବି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨…

ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଦେଶରେ ଓଡ଼ିଶା ଭିଜିଲାନ୍ସ ଶୀର୍ଷରେ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠାବ ଓ ପଞ୍ଜୀକରଣ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦେଶର ଶୀର୍ଷ ସ୍ଥାନରେ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ନିକଟରେ ପ୍ରକାଶିତ 'କ୍ରାଇମ ଇନ୍ ଇଣ୍ଡିଆ-୨୦୨୨' ରିପୋର୍ଟ ଅନୁଯାୟୀ, ୨୦୨୨ରେ ସାରା ଦେଶରେ ହୋଇଥିବା ୩୭୨ଟି ଡିଏ ମାମଲା…

ରାଜ୍ୟରେ କୃଷି ସମସ୍ୟା ନେଇ ଗର୍ଜିଲା ବିଜେପି; ଚାଷୀଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଛି ସହାୟତା । ହେଲେ ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦିନକୁ ଦିନ ବଢିଚାଲିଛି କୃଷି ଓ କୃଷକ ସମସ୍ୟା । ଦେଶରେ ବିଜେପି ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇ ଗୁଣା କରିଥିବାବେଳେ ବିଜେଡି ର ଦୀର୍ଘ ୨୪…

ପଦ୍ମପୁର ଜିଲ୍ଲା ମାନ୍ୟତା ଦିଗରେ ଅଗ୍ରସର, ଅନ୍ୟ ଅଞ୍ଚଳକୁ ଜିଲ୍ଲା ଘୋଷଣା କରିବାକୁ ତେଜିଲା ଦାବି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପୁଞ୍ଜି କରି ରାଜନୈତିକ ଦଳଗୁଡ଼ିକ ସମର୍ଥନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ବରଗଡ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ବିବେଚନା କରିବା…

ତେଲେଙ୍ଗାନା ବିଧାନସଭା ପାଇଲା ୧୫ ଡାକ୍ତର

ହାଇଦ୍ରାବାଦ: ଚଳିତ ତେଲେଙ୍ଗାନା ବିଧାନସଭାରେ ପନ୍ଦର ଜଣ ଡାକ୍ତର ବିଜୟୀ ହୋଇଛନ୍ତି। ସେମାନେ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ନାଗରିକ ସମସ୍ୟା ପାଇଁ ଲଢ଼େଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିଜୟ ଗୁଡିକ ସାରା ରାଜ୍ୟରେ ଚର୍ଚ୍ଚାର…

ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅନୁମୁଲା ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯିବା ପରେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ଫିଟିଛି। ଗୁରୁବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା କେ.ସି ବେଣୁଗୋପାଳ ଏକ…