ଏମପିରେ ବଢୁଛି ବିଜେପି: ଦିଗବିଜୟଙ୍କୁ କଟାକ୍ଷ କରି କହିଲେ ସିନ୍ଧିଆ-‘ଦେଇଥିବା ଅଭିଶାପକୁ ସ୍ୱାଗତ, ହୃଦୟରୁ ଅଭିନନ୍ଦନ’
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଣ ଗଣତି ଜାରି ରହିଛି । ଇତି ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ବିଜୟକୁ ନେଇ ବଡ ବୟାନ ଦେଇଛନ୍ତି । ସଂପୂର୍ଣ୍ଣ ଫଳାଫଳ ଆସିବା ପୂର୍ବରୁ ସେ କହିଛନ୍ତି, ମୋର ବିଶ୍ୱାସ, ବିଜେପି ଜନତାଙ୍କ ସହଯୋଗ ମିଳିବ । ବହୁମତ ନୁହେଁ, ପୂର୍ଣ୍ଣ…