Latest Odisha News

BREAKING NEWS

ଆଦିତ୍ୟ L-1 ମିଶନକୁ ନେଇ ଆସିଲା ବଡ ଅପଡେଟ୍, ଚାଲୁ ହେଲା ଏହି ଖାସ୍ ଡିଭାଇସ୍

ନୂଆଦିଲ୍ଲୀ: ଇସ୍ରୋର ଆଦିତ୍ୟ L-1 ମିଶନକୁ ନେଇ ସାମନାକୁ ଆସିଲା ବଡ଼ ଖବର । ଇସ୍ରୋ ଟୁଇଟ କରି କହିଛି, ଆଦିତ୍ୟ L-1ର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (SWIS), ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକିଲ ଏକ୍ସପେରିମେଣ୍ଟ (ASPEX) ର ଦ୍ୱିତୀୟ ଉପକରଣ ଚାଲୁ ହୋଇଯାଇଛି । SWIS ଏକ ଲୋ ଏନର୍ଜିସ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡ଼ା ୨୦୨୩ ଏବଂ ଅନ୍ୟ କ୍ରୀଡ଼ାରେ ଉଲ୍ଲେଖନୀୟ  ପ୍ରଦର୍ଶନ ଲାଗି ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୯ଲକ୍ଷ ୪୦ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ…

ସାଇବେରିୟା ରେଲୱେ ଟ୍ରାକକୁ ଟାର୍ଗେଟ କରୁଛି ୟୁକ୍ରେନ

କୀଭ: ୟୁକ୍ରେନ ଓ ରୁଷ ଯୁଦ୍ଧ ଥମିବାରେ ନାମ ଧରୁନି । ୟୁକ୍ରେନକୁ ସହଜରେ ରୁଷ ହରାଇନେବ ବୋଲି ଭାବିଥିଲେ ମଧ୍ୟ ଏହା ଏବେ ସେମାନଙ୍କ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେଉଛି । ଶନିବାର ୟୁକ୍ରେନ ଘରୋଇ ଗୋଇନ୍ଦା ସଂସ୍ଥା ସାଇବେରିୟାରେ ରୁଷ ରେଳ ଲାଇନକୁ ଉଡେଇ ଦିଆଯାଇଛି । ସପ୍ତାହକ ମଧ୍ୟରେ…

ବିଜେପିରି ମିଶ୍ରଣ ପର୍ବ: କଂଗ୍ରେସ ଛାଡି ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଇବାରେ ଲାଗିଛି ବିଜେପି । କଂଗ୍ରେସ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି କଂଗ୍ରେସର ବହୁ ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସର ମୁଖପାତ୍ର ତଥା ଓବିସି…

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର: ‘ଗ୍ଲୋବାଲ୍ ବେଞ୍ଚମାର୍କ ସ୍ଥାପନ କରିବ…

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର। ଏହାର ଉଦଘାଟନୀ ଅବେଶନରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ…

ଏମପିରେ ବିଜେପିକୁ ଜିତାଇ ନ ଦେବା ପାଇଁ କଂଗ୍ରେସର ପ୍ଲାନ ଏବିସିଡି !

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି। ଏମପିରେ ପ୍ରସ୍ତୁତି ଜୋରଦାର ଚାଲିଛି। ସେପଟେ ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ଜିତିବା ଦାବି ସହ ସରକାର ଗଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏ ଭିତରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ସରକାର…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ନବରଙ୍ଗପୁର: ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗ୍ରାମର ଭଗବାନ ଭତ୍ରା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା । ଏନେଇ ସ୍ଥାନୀୟ ମିଶନଶକ୍ତି ହଲ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା…

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି। ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ…

ରାଜସ୍ଥାନରେ କଂଗ୍ରେସ, ବିଜେପିକୁ ଖେଳାଇବ ବିଏସପି !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ…

ଫାଇନାଲ ପରାଜୟ ନେଇ ଦୋଷ ମୁଣ୍ଡାଇଲା ପିଚ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଭାରତ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ଫାଇନାଲରେ ହାରିବା ଅନେକଙ୍କୁ ହଜମ ହୋଇ ନ ଥିଲା । ବିସିସିଆଇ ଅଧିନାୟକ ରୋହିତ ଶର୍ମା ଏବଂ ମୂଖ୍ୟ…