Latest Odisha News

BREAKING NEWS

ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଆନ୍ତର୍ଜାତିକ ଆଲୋଚନାଚକ୍ର: ‘ଗ୍ଲୋବାଲ୍ ବେଞ୍ଚମାର୍କ ସ୍ଥାପନ କରିବ…

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ପୂର୍ବୋଦୟ ସମ୍ଭାବନା ସମ୍ପର୍କିତ ଦୁଇ ଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର। ଏହାର ଉଦଘାଟନୀ ଅବେଶନରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ…

ଏଲନ ମସ୍କଙ୍କ ଯୋଜନା ଫେଲ୍ ! ଦୂରେଇ ଗଲେ ଆପଲ୍ ଭଳି ବ୍ରାଣ୍ଡ, ବନ୍ଦ ହୋଇଯିବ କି ‘X’ ?

ୱାଶିଂଟନ: ଏଲନ ମସ୍କ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହାକୁ ବର୍ତ୍ତମାନ ‘X’ ଭାବରେ ନାମିତ କରାଯାଇଛି । ମସ୍କ ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ଚାହୁଁଥିଲେ । ଏଲନ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ମାତ୍ର ଏହାର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ…

ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର! ତିନି ବର୍ଷ ପରେ ଭାରତ କରିବାକୁ ଯାଉଛି ଏପରି କାମ

ନୂଆଦିଲ୍ଲୀ: ଦେଶରେ ବତବର୍ଷ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ଆସିନି । ମାତ୍ର ଖୁବଶୀଘ୍ର ଏହି ସ୍ଥିତି ବଦଳିବାକୁ ଯାଉଛି । କାରଣ ଭାରତ ତିନି ବର୍ଷ ପରେ ବେନେଜୁଏଲାଠାରୁ ତେଲ ଆମଦାନୀ କରିବାକୁ ଯାଉଛି । ଆମେରିକା ଏହି ଲାଟିନ ଆମେରିକୀୟ ଦେଶ ଉପରୁ ପ୍ରତିବନ୍ଧକ…

ଭୋପାଳ ଗ୍ୟାସ ଟ୍ରାଜେଡିକୁ ୩୯ ବର୍ଷ, ଏବେବି ଶୁଖୁନି ଲୁହ, ଲିଭିନି ଚିହ୍ନ

ଭୋପାଳ: ୨ ଡିସେମ୍ବର ୧୯୮୪ । ଇତିହାସରେ ଏକ କଳା ଦିବସ ହୋଇ ରହିଯାଇଛି। ସେଇ କାଳ ରାତି ଅନେକ କିଛି ଛଡେଇ ନେଇଛି। କିଏ ବାପାକୁ ହରାଇ ଅନାଥ ହୋଇଛି ତ ଆଉ କାହା ମଥାରୁ ଲିଭି ଯାଇଛି ସିନ୍ଦୁର ପୁଣି କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ବାର୍ଦ୍ଧକ୍ୟକୁ ଏକାକୀ ଜୀଇଛି। ଆଜି ସେଇ ଭୟଙ୍କର ଭୋପାଳ…