Latest Odisha News

BREAKING NEWS

ରାମନାଗୁଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ

ରାୟଗଡା: ଜିଲ୍ଲାରେ ଅଭାବୀ ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଫସଲ ବଦଳରେ ମରୁଡି ଭଳି ପରିସ୍ଥିତି ଉପୁଜୁଛି। ତେଣୁ ରାମନାଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା ଦାବିରେ ଆଦିବାସୀ ନେତା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଆଜି ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟକୁ…

ଡଙ୍କି ଫିଲ୍ମ ଦେଖିବା ପାଇଁ ଶାହାରୁଖଙ୍କ ଏନଆରଆଇ ପ୍ରଶଂସକ ଆସିବେ ଭାରତ

ମୁମ୍ବାଇ: ପଠାନ ଓ ଯବାନ ଫିଲ୍ମ ସୁପରହିଟ ହେବା ପରେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଡଙ୍କି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବଲିଉଡର ସଫଳ ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବିଦେଶରେ ଶାହାରୁଖଙ୍କ ଅନେକ ପ୍ରଶଂସକ ରହିଛନ୍ତି । ରିପୋର୍ଟ ମୁତାବକ କିଙ୍ଗ…

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷିତ: ୩ଟି ଫର୍ମାଟରେ ୩ ଅଧିନାୟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଦଳ ଘୋଷଣା କରିଛନ୍ତି । ମୂଖ୍ୟ କୋଚ ରାହୁଲ ଡ୍ରାଭିଡ ଓ ଚୟନକମିଟି ମୂଖ୍ୟ ଅଜିତ ଅଗରକର ଦିଲ୍ଲୀରେ ଆୟୋଜିତ ବୈଠକରେ ପରେ ଟିମ ଘୋଷଣା କରିଥିଲେ । ୩ଟି ଯାକ ଫର୍ମାଟରେ ୩ଜଣ ଅଧିନାୟକ ଦାୟିତ୍ୱ ତୁଲାଇବେ ।…

ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ଗ୍ରେଡ୍ ମାନ୍ୟତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଫେରି ପାଇଲା ନିଜର A+ ରାଙ୍କିଂ ମାନ୍ୟତା। ନାକ୍‌ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା। କିଛି ଦିନ ତଳେ ନାକ୍‌ ଟିମ୍‌ ଗସ୍ତ କରି ଉତ୍କଳକୁ A ମାନ୍ୟତା ଦେଇଥିଲା। ଅଭିଯୋଗ ପରେ ପୁନଃ ଯାଞ୍ଚ କରି ଉତ୍କଳ…

ଏନଆଇଟି ରାଉରକେଲାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି (ଗୁରୁବାର) ଏନଆଇଟି ରାଉରକେଲା ଠାରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ନିର୍ମାଣ କରାଯିବ । ଏହାସହିତ ଏନଆଇଟି…

ସନ୍ତାନ ଜନ୍ମ ହେବାର ମାସକ ପରେ ଅଲଗା ହେଲେ ନେମାର-ବ୍ରୁନା

ଲଣ୍ଡନ: ବ୍ରାଜିଲର ଷ୍ଟାର ଫୁଟବଲ ଖେଳାଳି ନେମାର ଜୁନିୟର ଓ ତାଙ୍କ ପ୍ରେମିକା ବ୍ରୁନା ବିୟାନକାର୍ଡୀଙ୍କ ପ୍ରେମ ସମ୍ପର୍କ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ମାତ୍ର ହଠାତ ଉଭୟ ପରସ୍ପରଠାରୁ ଅଲଗା ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ସେମାନେ ପରସ୍ପରଠାରୁ ଦୁରେଇ ଯାଇଥିବା ସୋସିଆଲ ମିଡିଆରେ…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା: କିଣା ହେବ ୯୭ ତେଜସ ଓ ୧୫୬ ପ୍ରଚଣ୍ଡ, ଡିଏସିର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ ବାୟୁସେନା ପାଇଁ ୯୭ ଟି ଲଢୁଆ ବିମାନ 'ତେଜସ' ଓ ୧୫୬ ଟି 'ପ୍ରଚଣ୍ଡ' ଆଟାକ୍ ହେଲିକପ୍ଟର କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛି । ଉଭୟର ମୂଲ୍ୟ ହେଉଛି ୧ ଲକ୍ଷ ୧୦ ହଜାର କୋଟି । ଉଭୟ ସ୍ୱଦେଶୀ…

ମେଡିକାଲରୁ ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ: ଡେରାଡୁନ୍ ଅଭିମୁଖେ ଯାତ୍ରା, ଖୁବ ଶୀଘ୍ର ଫେରିବେ ଓଡ଼ିଶା

ନୂଆଦିଲ୍ଲୀ: ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ। ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି। ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି। ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ।…

ଟାଇଗର ୩ ପରେ ୟଶରାଜ ଫିଲ୍ମସ ଟାଇଗର ଭର୍ସେସ ପଠାନ ଫିଲ୍ମକୁ ଘୁଂଚାଇଲେ

ମୁମ୍ବାଇ: ଟାଇଗର ଭର୍ସେସ ପଠାନ ଫିଲ୍ମର ଘୋଷଣା ପରେ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଥିଲେ । ପଠାନରେ ଶାହାରୁଖ ଖାଁଙ୍କ ସହ ସଲମାନ ଖାଁଙ୍କ କାମିଓ ରୋଲକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉକ୍ତ ଫିଲ୍ମର ଘୋଷଣା ହୋଇଥିଲା । ମାତ୍ର ପରେ ସଲମାନ ଖାଁଙ୍କ ଅଭିନୀତ ଟାଇଗର ୩ ବକ୍ସ…

ଭବିଷ୍ୟତରେ ଏକ ଦିନର ସମୟ ସୀମା ୨୫ ଘଂଟା ହୋଇଯିବ !

ନୂଆଦିଲ୍ଲୀ: ବର୍ତମାନ ବିଶ୍ୱରେ ଗୋଟିଏ ଦିନରେ ୨୪ ଘଂଟା ରହୁଛି । ତେବେ ଭବିଷ୍ୟତରେ ଏହା ୨୫ ଘଂଟା ହୋଇଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଯଦି ସତରେ ଏହା ହେବ ତେବେ ମନୁଷ୍ୟଙ୍କ ପାଖରେ ଦିନକୁ ଅଧିକ ୧ ଘଂଟା ମିଳିଯିବ । ଟେକ୍ନିକାଲ ୟୁନିଭରସିଟି ଅଫ ମ୍ୟୁନିକର ବୈଜ୍ଞାନିକମାନେ…