ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବନ୍ଧାହେଲେ ରସିକିଆ ଇଂରାଜୀ ଶିକ୍ଷକ
ସମ୍ବଲପୁର : ଥମୁନି ଲଜ୍ଜା । ପୁଣି ସମ୍ବଲପୁରରୁ ଆସିଛି ଲଜ୍ଜାଜନକ ଘଟଣା । ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା ଏକ ଇଂଲିଶ ମିଡିୟମ୍ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ଏନେଇ ବରେଇପାଲି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପରେ…