‘ଆନିମଲ’ ଫିଲ୍ମକୁ ଏହି ଦେଶ ଦେଇଛି ଆଡଲ୍ଟ ରେଟିଙ୍ଗ, ଜାଣନ୍ତୁ ଏହା ପଛର କାରଣ
ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ବହୁ ଉତ୍ସକତାର ସହ ଫ୍ୟାନ୍ସ ମାନେ ଅପେକ୍ଷା କରିଛନ୍ତି । ରଣବୀର କପୁର ପ୍ରଥମ ଥର ପାଇଁ ବଡ ପରଦାରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅନେକ ଆକ୍ସନ ସିନ୍ ଦେଖିବାକୁ ମିଳିବ । ତଥାପି, ଏହି ଫିଲ୍ମ ସହିତ ଏମିତି କିଛି ସମସ୍ୟା…