ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼
ରାଉରକେଲା: ରାଜ୍ୟରେ ପ୍ରଥମ! ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଟେକା ମାଡ଼ । ରାଉରକେଲା-ଭୁବନେଶ୍ୱର ଆସୁଥିବା ଏହି ନୂଆ ଟ୍ରେନକୁ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଓ ବୁଢାପଙ୍କ ମଧ୍ୟରେ ପଥର ମାଡ଼ ହୋଇଛି। ଏହି ଘଟଣା ଫଳରେ ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର କାଚ ଭାଙ୍ଗି ଯାଇଛି।…