Latest Odisha News

BREAKING NEWS

ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି, ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ନାଟକର ଅବସାନ: ହାର୍ଦ୍ଦିକ ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ ପାଇଥିଲା । ଏବେ ଏହି…

ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବ ଓଡ଼ିଶା ଗବେଷଣା କେନ୍ଦ୍ର

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଉଦଘାଟନ ହୋଇଛି ‘ଓଡ଼ିଶା ଗବେଷଣା କେନ୍ଦ୍ର’ । ଭୁବନେଶ୍ୱରର ସିଏସ୍ଆଇଆର…

ପ୍ରଶାନ୍ତ ମହାସାଗରରେ ବୈଜ୍ଞାନିକମାନେ ଖୋଜି ବାହାର କଲେ ବିଶାଳକାୟ ପର୍ବତ

ୱାଶିଂଟନ: ପ୍ରଶାନ୍ତ ମହାସାଗର ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଛି । ବୈଜ୍ଞାନିକମାନେ ଏହି ରହସ୍ୟ ଉଜାଗର ପାଇଁ ଯଥାସମ୍ଭବ ଗବେଷଣା ଜାରୀ ରଖିଛନ୍ତି । ନୂତନ ପ୍ରଜାତିର ସାମୁଦ୍ରିକ ଜୀବଠାରୁ ଆରମ୍ଭ କରି ଅନେକ ପର୍ବତ, ଆଗ୍ନେୟଗିରିର ସନ୍ଧାନ ମିଳିବାରେ ଲାଗିଛି । ଇତି ମଧ୍ୟରେ ବୈଜ୍ଞାନିକମାନେ…

ବାରାମୁଲ୍ଲାରୁ ୩ ଲସ୍କର ସହଯୋଗୀ ଗିରଫ, ଚୀନ୍ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ସହିତ ଜଡିତ ଆତଙ୍କବାଦୀଙ୍କ ପାଇଁ ଏଠାରେ କାର୍ଯ୍ୟ କରୁଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୁଳିଗୋଳା ସହିତ ବହୁ ପରିମାଣରେ ନଗଦ ଟଙ୍କା…

ଶୁଭ୍ରାଂଶୁଙ୍କୁ ଛାଡିଲା ଚେନ୍ନାଇ ସୁପର କିଙ୍ଗସ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ଫ୍ରାଂଚାଇଜ ଟିମଗୁଡିକ ଖେଳାଳିଙ୍କ ରିଟେନଶନ ଓ ରିଲିଜ ଲିଷ୍ଟ ଜାରୀ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓଡିଶାର ଷ୍ଟାର ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ରିଲିଜ କରିଛି । ଯାହାକି ଓଡିଶା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଶୁଭ୍ରାଂଶୁ…

ସହର ଭିତରେ ରାଜ କରୁଛି ବିଦେଶୀ ମଦ ଦୋକାନ, ପରିବେଶ ଦୂଷିତ ସହ ଦୁର୍ଘଟଣାକୁ କରୁଛି ଆମନ୍ତ୍ରଣ

ନୂଆପଡା: ନୂଆପଡା ଜିଲ୍ଲାର ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ଜନ ଗହଳି ସ୍ଥାନରେ ରାଜ କରୁଛି ବିଦେଶୀ ମଦ ଦୋକାନ । ଏନେଇ ଦିନକୁ ଦିନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସହ ଜନ ଅସନ୍ତୋଷ ଦେଖାଦେଉଛି । ମଦ ଦୋକାନ ଗୁଡିକ ସହରର ପ୍ରାଣକେନ୍ଦ୍ରରେ ଥିବା ହେତୁ ବିଗୁଡୁଛି ପରିବେଶ…

୧୦୭ତମ ମନ୍ କି ବାତ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେ ପକେଇଲେ ମୋଦୀ

ନୂଆଦିଲ୍ଲୀ: ‘ମନ୍ କି ବାତ୍’ର ୧୦୭ତମ ସଂସ୍କରଣକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି ମୋଦୀ । ଏହି ଘଟଣାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିବା ସହ ନଭେମ୍ବର…

ଗୁଗୁଲର ବଡ ଘୋଷଣା; ୨ ବର୍ଷ ଧରି ବ୍ୟବାହର ହୋଇନଥିବା ଜି-ମେଲ ଆକାଉଣ୍ଟକୁ ବନ୍ଦ କରାଯିବ

ନୂଆଦିଲ୍ଲୀ: ବହୁ ସଂଖ୍ୟକ ଲୋକ ଜି-ମେଲ ବ୍ୟବହାର କରୁଛନ୍ତି । ପୂର୍ବରୁ ୟାହୁ ଏବଂ ରେଡିଫ୍ ଲୋକପ୍ରିୟ ଇମେଲ୍ ପ୍ଲାଟଫର୍ମ ଥିଲା, ହେଲେ ବର୍ତ୍ତମାନ ଜି-ମେଲ ଆକାଉଣ୍ଟ୍ ସବୁଠାରୁ ଲୋକପ୍ରିୟ ହୋଇଛି । ଆପଣ ଯାହାଠୁ ଶୁଣିବେ ତାଙ୍କର ନିଶ୍ଚିତ ଭାବରେ ଏକ ଜି-ମେଲ ଆକାଉଣ୍ଟ ନିଶ୍ଚିତ ଭାବେ ଥିବ ।…

ଡମ୍ଫର-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ପିକଅପ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡମ୍ଫର ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପିକଅପ୍‌ ଭ୍ୟାନ୍ ଡ୍ରାଇଭର । ଏହି ଦୁର୍ଘଟଣାଟି ଆଜି (ରବିବାର)ସକାଳୁ ଘଟିଛି । ଅନ୍ୟପଟେ ଦୁର୍ଘଟଣା…