Latest Odisha News

BREAKING NEWS

ଆରମ୍ଭ ହୋଇଛି କୋରାପୁଟର ଲୋକ ମହୋତ୍ସବ’ପରବ’

ଜୟପୁର: ଶୀତୁଆ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କୋରାପୁଟରେ ଜମୁଛି ‘ପରବ’ ଲୋକ ମହୋତ୍ସବ । ଆଦିବାସୀଙ୍କ ଢେମସା ନାଚର ତାଳେ ତାଳେ ଦୁଲୁକୁଛି ମଞ୍ଚ । କୋରାପୁଟ ସ୍ଥିତ ଲାଣ୍ଡିଗୁଡା ସରକାରୀ କଲେଜ ପଡିଆ ଠାରେ ଉଦଘାଟିତ ହୋଇଛି ‘ପରବ’-୨୦୨୩ ଲୋକ ମହୋତ୍ସବ । କାର୍ଯ୍ୟକ୍ରମର ମୁଖ୍ୟ…

୨୬/୧୧ର ଲୋମଟାଙ୍କୁରା କାହାଣୀ…

ନୂଆଦିଲ୍ଲୀ : ୨୦୦୮ ମସିହା ଆଜିର ଦିନ । ସମୟ ପ୍ରାୟ ସନ୍ଧ୍ୟା ହୋଇ ଆସୁଥାଏ  । ମୁମ୍ବାଇ ମାଟିରେ ପାଦ ରଖିଥିଲେ ୧୦ ଆତଙ୍କବାଦୀ । ଏମାନେ ସମୁଦ୍ର ପଥରେ ପାକିସ୍ତାନରୁ ଆସି ତାଜ ହୋଟେଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ସେଦିନର ସେହି ଘଟଣା , ଏତେ ଭୟଙ୍କର ଥିଲା ଯେ , ସାରା ଭାରତକୁ ଦୋହଲାଇ…

କାର୍ତ୍ତିକ ପୂର୍ଣ୍ଣମୀ ପ୍ରସ୍ତୁତି: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଏଥିପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସ୍ନାନ ଓ ବୋଇତ ବନ୍ଦାଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।…

ଭାରତ ବନାମ ଅଷ୍ଟ୍ରେଲିଆ: ବାତିଲ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଦ୍ୱିତୀୟ ଟି -୨୦ ମ୍ୟାଚ୍ ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସିଛି। ୫ ମ୍ୟାଚ୍ ବିଶିଷ୍ଟ…

ଏଥିରେ ପାଣି ରଖି ପିଇଲେ ମିଳିଥାଏ ଅନେକ ଫାଇଦା !

ନୂଆଦିଲ୍ଲୀ : ଦିନଥିଲା ମାଟି ଜିନିଷର ଚାହିଦା ଅଧିକ ଥିଲା । ଲୋକ ମାଟିରେ ତିଆରି ମାଠିଆ ଓ ସୁରେଇ ଆଦିକୁ ବ୍ୟବହାର କରୁଥିଲେ । ଏଥିରେ ପାଣି ରଖି ପିଇବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବେଶ୍ ଆରାମ ମିଳୁଥିଲା । କୌଣସି ପ୍ରକାର ରୋଗ କିମ୍ବା ସଂକ୍ରମଣ ହେବାର ଭୟ ନଥିଲା । କିନ୍ତୁ ଯୁଗ…

ସାଙ୍ଗ ହୋଇ ଦୁଇ ସାଙ୍ଗ କାରରେ ବୁଲୁଥିଲେ, ସାଙ୍ଗ ହୋଇ ଚାଲିଗଲେ

ନୋଏଡ଼ା: ଶନିବାର ସକାଳେ ଦୁଇ ବନ୍ଧୁ, ଜଣେ ଇଞ୍ଜିନିୟର ଏବଂ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ ସନ୍ଦେହ କରୁଛି ଯେ କାରର ଏୟାର କଣ୍ଡିସନରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥାଇପାରେ, ଯାହା ଆପେ ଆପେ କବାଟ ବନ୍ଦ କରିଦେଇଥିଲା, ଫଳରେ କାରରେ ଥିବା ଲୋକମାନେ ସେଠାରୁ…

ଏଥର କ୍ରିଜରେ ନୁହଁ, ରାସ୍ତାରେ ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି

ନୂଆଦିଲ୍ଲୀ: ଏକ ହୃଦୟସ୍ପର୍ଶୀ କାମ କରି ଚର୍ଚ୍ଚାରେ ମହମ୍ମଦ ସାମି । ଭାରତୀୟ କ୍ରିକେଟ୍ ତାରକା ମହମ୍ମଦ ସାମି ଉତ୍ତରାଖଣ୍ଡର ନୈନିତାଲ ନିକଟରେ ଏକ ପାହାଡ଼ିଆ ରାସ୍ତାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାରେ। ଯାହାକୁ ସେ ତାଙ୍କ ସୋଶିଆଲ ମିଡିଆ…

ଟିପ୍ପର ଓଲଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା : ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ

ନବରଙ୍ଗପୁର : ଚିତ୍ରକୋଣ୍ଡା ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ।  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା  ଥାନା ଅନ୍ତର୍ଗତ ମୋତିଗାଁରେ ପହଁଚିଲା ୬ ମୃତଦେହ। ଶହଶହ ଲୋକଙ୍କ କାନ୍ଦବୋବାଳି ଏବଂ ଶୋକାକୁଳ ପରିବେଶ ରେ ଫାଟିପଡ଼ୁଛି ଗାଁ ମଶାଣି । ସୂଚନା ଅନୁସାରେ ଗତକାଲି…

ଗଳ୍ପ : ଦୃଶ୍ୟ ଅଦୃଶ୍ୟ

ସ୍ମୃତି ପଟ୍ଟନାୟକ ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏମିତିରେ ତିଥି ଅନୁସାରେ ମୋର ସେଦିନ ସ୍ବନକ୍ଷତ୍ର ଦିବସ । ଆମେ ସକାଳୁ ମହାନଦୀ କୂଳରେ ଡଙ୍ଗା ଭସାଇ କଟକରୁ ବାହାରିଲୁ ପୁରୀ । ବାଟ ମଙ୍ଗଳାଙ୍କ ପାଖରେ ଗାଡ଼ି ରଖି ଦର୍ଶନ କଲୁ। ସେଇଠୁ ପ୍ରବଳ ଜନସମାଗମ ଆରମ୍ଭ ହୋଇଗଲା। ଏତେ ଗହଳି…

୧୩ ଜଣ ଇସ୍ରାଏଲ ନାଗରିକ ଏବଂ ୪ ଥାଇ ନାଗରିକଙ୍କୁ ମୁକ୍ତ କଲା ହମାସ

ନୂଆଦିଲ୍ଲୀ:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଗାଜା ପଟିରେ ବନ୍ଧକ ରଖିଥିବା ଇସ୍ରାଏଲ ଏବଂ ବିଦେଶୀ ନାଗରିକଙ୍କ ଦ୍ୱିତୀୟ ଗୋଷ୍ଠୀକୁ ମୁକ୍ତ କରିଛି। ଇସ୍ରାଏଲ୍ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ପ୍ରଥମେ ହମାସ ଏହି ବିନିମୟରେ…