Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅକ୍ଷର ଆତ୍ମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା ଚିନ୍ତା କରିବାକୁ ହେଲେ ପ୍ରଥମେ କ୍ଷର ଶରୀର ତଥା ଅକ୍ଷର ଆତ୍ମାକୁ ଜାଣିବା ଦରକାର । ପ୍ରଥମେ କ୍ଷର ବା ନାଶବାନ ଶରୀରକୁ ଚିନ୍ତା କରନ୍ତୁ । ଏହା ଦଶ ଇନ୍ଦ୍ରିୟ,…

ମହାପଞ୍ଚୁକ ବ୍ରତ: ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ପଞ୍ଚୁକର ୪ର୍ଥ ଦିନରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ।…

ଓସ୍କାର ପାଇଁ ଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍‌

ମୁମ୍ବାଇ: ଓସ୍କାର ପାଇଁ ପଠାଗଲା ଫିଲ୍ମ ଟୁ ଏଲ୍‌ଥ ଫେଲ୍ । ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ଟୁ ଏଲ୍‌ଥ ଫେଲ୍ ସ୍ଲିପର ହିଟ୍ ହୋଇଛି । ବିନା କୌଣସି ପ୍ରଚାର ବିନା ଜାକଜମକରେ ସିନେମାଟି ଧୀରେ ଧୀରେ ସିନେମା ଘରେ ଚହଳ ସୃଷ୍ଟି କରୁଛି । ଫିଲ୍ମଟିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ରିଲିଜ୍…

ଶିଶୁ ଗଳ୍ପ : କୁନାର ଡଙ୍ଗା ଭସା

କୁଞ୍ଜବିହାରୀ ସାହୁ ବୋଉ....ବୋଉ.... ହଁ, କଣ ହେଲା କୁନା ? ବୋଉ କାଲି ପରା କାର୍ତ୍ତିକ ପୂନେଇଁ, ଡଙ୍ଗା ଭସାହେବ ଆମ ଗାଁ ନଦୀରେ । ମୋ ପାଇଁ ଡଙ୍ଗା କିଣିଦେବୁନି କି ? କଦଳୀପଟୁକା ହେଉ ସୋଲର ଡଙ୍ଗା କିଣିଦେ । ମୁଁ ସେଥିରେ ଧୂପ, ଦୀପ, ଫୁଲ ଚନ୍ଦନ, ଭୋଗ ରଖି କାଲି…

ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ଗୁଳିମାଡ଼

ଓଟାୱା: ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ହୋଇଛଇ ଗୁଳିମାଡ଼ । ତାଙ୍କର କାନାଡାସ୍ଥିତ ବଙ୍ଗଳା ଉପରେ ଶନିବାର ଏହି ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ପାଇଁ କୁଖ୍ୟାତ ଅପରାଧିକ ଗୋଷ୍ଠୀ ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ନିଜକୁ ଦାୟୀ କରିଛି । ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳା କାନାଡାର…

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶନିବାର କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଲେ,…

‘ଆନିମଲ୍‌’ ଫିଲ୍ମ ପାଇଁ ଫିଗର ବନାଇବାକୁ ବବିଙ୍କୁ ଲାଗିଥିଲା ୪ ମାସ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ଫିଲ୍ମ ‘ଆନିମଲ୍‌’ର ଟ୍ରେଲର । ଏହି ଫିଲ୍ମକୁ ନେଇ ରଣବୀର କପୁରଙ୍କ ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି, ସିଏ ହେଉଛନ୍ତି ବବି ଦେଓଲ । କାରଣ ସେ ତାଙ୍କ ଫିଗର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବବିଙ୍କୁ ତାଙ୍କର ଏହି ଫିଟ୍‌ନେସ୍ ବନାଇବା…

୨୯ରେ ବିବାହ କରିବେ ରଣଦୀପ ହୁଡ୍ଡା

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହେବ । ଏଥିରେ କେବଳ ଉଭୟଙ୍କ…

ଇସ୍ରାଏଲର ଗୁପ୍ତଚର ସନ୍ଦେହ: ୩ ଜଣଙ୍କୁ ସର୍ବସାଧାରଣରେ ଫାଶୀ ଦେଲା ହମାସ୍‌

ଗାଜା: ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ଫାଶୀ ଦେଇଛନ୍ତି । ସେମାନେ ହେଲେ ୩୧ ବର୍ଷୀୟ ହମଜା ମୁବାରକ ଓ ୨୯ ବର୍ଷୀୟ ଆଜମ ଜୁବ୍ରା । ଆଉ ଜଣଙ୍କର ପରିଚୟ ମିଳିନାହିଁ । ମୃତକମାନେ ଇସ୍ରାଏଲ ସେନାକୁ ସୂଚନା ଦେଇଥିବା ଅଭିଯୋଗ…

ବିଜୟ ହଜାରେ ଟ୍ରଫି: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଶନିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ଓଡିଶା ପରାଜୟବରଣ କରିଛି । ଓଡିଶା ୨ ଦିନ ତଳେ ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଟିଂ ରେଲୱେ ୪୦ ଓଭରରେ ୧୯୩ ରନ କରିଥିଲା । କର୍ଣ୍ଣ ଶର୍ମା…