ପୁଣି ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ
କେନ୍ଦୁଝର: ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ନୀଳାପଶି ସାହିରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କ ଅନୁଯାୟୀ ମୃତ ଛୁଆ ହାତୀର ବୟସ ପାଞ୍ଚ ବର୍ଷ ଥିବା…