Latest Odisha News

BREAKING NEWS

ଶୀତ ଦିନେ ପିଅନ୍ତୁ ଏହି ଜୁସ୍ : ଅନେକ ରୋଗରୁ ମିଳିବ ଉପଶମ….

ନୂଆଦିଲ୍ଲୀ : ଶୀତ ଦିନେ ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାନ୍ତି  । ବେଳେ ବେଳେ ଲୋକମାନେ ଦ୍ବନ୍ଦ୍ବ ରେ ରହିଥାନ୍ତି କି ଶୀତଦିନେ କଣ ଖାଇଲେ , ତାହା ଆମ ସ୍ବାସ୍ଥ୍ୟ ପାଇଁ ହିତକାରୀ ହୋଇଥାଏ  । କିଛି ଲୋକ ବିଭିନ୍ନ ପ୍ରକାର ଫଳ ଖାଇବାକୁ ଭଲ ପାଆନ୍ତି ତ ଆଉ…

ନିଆରା ମନ୍ଦିର: ଏଠାରେ ଦିଅଁ କୁହନ୍ତି ପାଣିପାଗ କଥା…

ନୂଆଦିଲ୍ଲୀ: ବହୁ ପ୍ରାଚୀନ ଆମ ଜଗନ୍ନାଥ ସଂସ୍କୃତି  । ମହାପ୍ରଭୂ ଜଗନ୍ନାଥ କେବଳ ଓଡିଆଙ୍କ ଠାକୁର ନୁହଁନ୍ତି , ସେ ହେଉଛନ୍ତି ସାରା ଜଗତର ଠାକୁର  ।  ସେ ହେଉଛନ୍ତି ଭାବର ଠାକୁର  । କୁହନ୍ତି ବିଶ୍ବାସ ସହକାରେ ଯିଏ ତାକୁ ଡାକିଛି , ସେ କେବେ ଖାଲି ହାତରେ ଫେରିନି  । ପୁରୀରେ ରହିଛି ବିଶାଳ…

ୱାର୍ଲଡ କପ ଫାଇନାଲ ଦେଖିବାକୁ ଅହମ୍ମଦାବାଦ ଯିବେ ମୋଦି-ଶାହ: ଆସିପାରନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ବିଶ୍ୱକପ ଫାଇନା ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ମ୍ୟାଚ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଯିବେ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର ୧୯ ତାରିଖରେ ହେବ ମହା ରୋମାଞ୍ଚକ ଫାଇନାଲ ମ୍ୟାଚ । ଫାଇନାଲରେ ଖେଳିବେ…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଧିଲି’: ଜାଣନ୍ତୁ, କେଉଁଠି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଜି ବାତ୍ୟା ରୂପ ନେବ । ବାତ୍ୟାର ନାଁ ରଖାଯାଇଛି 'ମିଧିଲି' । ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ଏହା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ…

କବିତା : ଅନ୍ଧାରର ଗୀତି

ସୁଜାତା ମିଶ୍ର ଗୁଣୁଗୁଣାଏ ଥୋକା ଥୋକା ଅନ୍ଧାର ନିବିଡ଼ତାର ଗୀତି.. ଅନ୍ତରଙ୍ଗ କିଛି ଅନୁଭୂତି.., ମେଘ କାନେ ଚୁପ୍ କରି କିଛି କହେ, କେବେ ପାହାଡ଼ ସାରା ଅଜାଡ଼ି ଦିଏ ତାମସିକ ଶୋଷର ତାତି, କେରାଏ ଅବସୋସ, ଠୋପାଏ ଅଶାନ୍ତି.., ଚାରି ଆଡ ଶୂନ୍ ଶାନ୍.. ଛାତି ତଳ ଅନ୍ଧାରୁଆ…

ଦମ୍ପତିଙ୍କୁ ପୋଡି ମାରିବା ଅଭିଯୋଗରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରାଜଜ ଗୁରୁବାର ଏକ ମାମଲାର ଶୁଣାଣି କରି ୧୭ଜଣଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି । ୨୦୨୦ରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କ ହତ୍ୟା ଅଭିଯୋଗରେ କୋର୍ଟ  ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।…

ଭାଷା ଭାଗବତ : ସାହିତ୍ୟର ଶେଷ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ  ଭାଷା, ସାହିତ୍ୟେ ଶେଷ କଥା ସଂଧାନ କରିଲେ ଅଯଥା କେବେ ବି ମିଳିନାହିଁ ତାହା ଅଂକା ବଂକା ମନକୁ ରାହା ଶବ୍ଦର ଯେତେକ ସାଧକ ନ ହୋଇ କାହାର ବାଧକ ଅଥବା ନୀତି ନିର୍ଧାରକ ଅଜାଡ଼ିଦେଲେ ଶବ୍ଦ ତକ ତହିଁରୁ ମିଳିଲେ ଭାବାର୍ଥ ପାଠକେ ମଣଂତି…

ରାସ୍ତା ପାର ହେଉଥିଲେ, ପିଟି ଦେଲା ଟ୍ରକ: ଚାଲିଗଲା ୩ ଜୀବନ

ଅନୁଗୋଳ: ବିଳମ୍ବିତ ରାତିରେ ଦୁର୍ଘଟଣା । ରାସ୍ତା ପାର ହେଉଥିବବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା  । ଚାଲିଗଲା ୩ ଜଣଙ୍କ ଜୀବନ । ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ । ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ…

ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ଆଜି ଚାଲିଛି ମତଦାନ । ଛତିଶଗଡର ପ୍ରଥମ ଚରଣ ମତଦାନ ନଭେମ୍ବର ୭ ତାରିଖ ହୋଇ ଯାଇଛି । ମଧ୍ୟପ୍ରଦେଶର ୨ ହଜାର ୫୩୩ ଏବଂ ଛତିଶଗଡର ୯୫୮  ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ । ୬୪ ହଜାର ୬୨୪ ପୋଲିଂ ବୁଥରେ ସୁରକ୍ଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିମାନ କିଏ ?

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ “ଭକ୍ତିମାନ ଯ ସ ମେ ପ୍ରିୟ । ” ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ ଭକ୍ତିମାନ,ସିଏ…