ଅଟଲୀଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଶାହାରୁଖ, ବିଜୟ
ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଥଲପତି ବିଜୟ ଓ ଶାହାରୁଖ ଖାଁଙ୍କୁ ଏକତ୍ର ଅଭିନୟ କରିବେ । ଅଟଲୀ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଛନ୍ତି । ଉଭୟ ସୁପରଷ୍ଟାର ଏଥିନେଇ ରାଜି…