Latest Odisha News

BREAKING NEWS

ଆଇସିସି ହଲ ଅଫ ଫେମରେ ଭାରତର ସେହ୍ୱାଗ, ଏଲଡୁଜି

ନୂଆଦିଲ୍ଲୀ: କ୍ରିକେଟ ଇତିହାସର ୩ଜଣ ମହାନ ଖେଳାଳିଙ୍କୁ ସୋମବାର ଆଇସିସି ହଲ ଅଫ ଫେମରେ ସାମିଲ କରିଛି । ଏହି ୩ଜଣ ହେଲେ ଭାରତର ବୀରେନ୍ଦ୍ର ସେହ୍ୱାଗ, ଡାଏନା ଏଲଡୁଜି ଓ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭା । ଆଧୂନିକ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ସେହ୍ୱାଗ ତାଙ୍କ…

କର୍ଣ୍ଣାଟକ କାର୍ଡ ଖେଳି ତେଲେଙ୍ଗାନା ବାଜି ଜିତିବ କଂଗ୍ରେସ, ରାଗିଲେ କୁମାରସ୍ୱାମୀ !

ଭୁବନେଶ୍ୱର: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ମଧ୍ୟରେ ତିନି ପ୍ରମୁଖ ଦଳ ନିଜର ସବୁ ଶକ୍ତି ଖଟାଇଛନ୍ତି। ଶାସକ ବିଆରଏସ ଶାସନରେ ଥିବାବେଳେ ରାଜ୍ୟରେ ତୃଣମୂଳ ସ୍ତରରେ ନିଜର ସବୁ ଶକ୍ତିକୁ ଏକଜୁଟ କରି ପ୍ରଚାରରେ ଲାଗିପଡିଛି। ମୁଖ୍ୟମନ୍ତ୍ରୀ କେସିଆର ପ୍ରଜା ଆଶୀର୍ବାଦ କାର୍ଯ୍ୟକ୍ରମ…

‘ଓମାସ’ ପରୀକ୍ଷା ପାଇଁ ଜାରିହେଲା ଆଡମିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ୱର: ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖ ଦିନ ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ଓଡ଼ିଶା ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେଟିଭ୍ ସର୍ଭିସେସ୍ ପରୀକ୍ଷା ୨୦୨୧ ପାଇଁ ଆଡମିଟ୍ କାର୍ଡ ଜାରି କରିଛି। ଆଶାୟୀ ପରୀକ୍ଷାର୍ଥୀମାନେ, ଯେଉଁମାନେ ରବିବାର (ନଭେମ୍ବର ୧୯ ) ପାଇଁ ଧାର୍ଯ୍ୟ ହୋଇଥିବା…

ପୁରୀ ପରିକ୍ରମା ପ୍ରକଳ୍ପ ସଂପର୍କରେ ଶ୍ବେତପତ୍ର ଜାରି କରିବାକୁ ସରକାରଙ୍କୁ ଆହ୍ବାନ କଲା କଂଗ୍ରେସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ନିକଟରୁ ଶ୍ୱେତପତ୍ର ଦାବି କରିଛି ଅନ୍ୟତମ ବିରୋଧୀ ଦଳ କଂଗ୍ରେସ। ସୋମବାର ଶ୍ରୀମନ୍ଦିରର ଅବ୍ୟବସ୍ଥାକୁ ବିରୋଧ କରି ଡିସେମ୍ବର ୧ ତାରିଖରୁ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ଯୋଜନା ଘୋଷଣା କରିଛି। ଏନେଇ…

ମୋଦି କହିଲେ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ବଘେଲ ହାରିଯିବେ

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଙ୍ଗେଲି ବିଧାନସଭା କ୍ଷେତ୍ରରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଅବସରରେ ମୋଦି ଛତିଶଗଡର ଶାସକ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । କିଭଳି ମିଛ ପ୍ରତିଶ୍ରୁତି ଦେଇ…

ହାରିବା ସୂଚନା ପାଇ ରାଜସ୍ଥାନ ଯାଉନାହାଁନ୍ତି ରାହୁଲ !

ଭୁବନେଶ୍ୱର: ଦେଶର ପ୍ରମୁଖ ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟାପକ ପ୍ରଚାର କରୁଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥା ଜୋରଦାର ଲଢେଇ ଚାଲିଥିବା ରାଜସ୍ଥାନରେ ରାହୁଲଙ୍କ ଦେଖା ମିଳୁନି।…

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା।…

କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

ପାର୍ଟ ଟାଇମ ବୋଲର ଭାରତୀୟ ରଣନୀତିର ଅଂଶବିଶେଷ

ମୁମ୍ବାଇ: ଦିନିକିଆ ବିଶ୍ୱକପରେ ଭାରତ ତାର ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ୯ ବୋଲରଙ୍କୁ ବୋଲିଂ କରାଇଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ସୋମବାର ଏହାର ଖୁଲାସା ବୋଲିଂ ପାରସ ମାହାମ୍ବ୍ରେ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଏହା ଭାରତୀୟ ରଣନୀତିର…

ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି। ଏନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ଶ୍ରୀଜି…