ମୋ ହାତରେ ଦୁଇମାସର ଜୀବନ..କୁନି ଝିଅକୁ ଛାଡି ମୁଁ ଚାଲିଯିବି..ସୋସିଆଲ ମିଡିଆରେ ଏମିତି ଭାବବିହ୍ୱଳ ପୋଷ୍ଟ କଲେ…
‘ମୋ ପାଖରେ ଆଉ ଦୁଇମାସର ସମୟ । ଦୁଇମାସ ପରେ ମୋର ଏଇ କୁନି ଝିଅକୁ ଏକା କରି ମୋତେ ଯିବାକୁ ପଡିବ ସେଇ ଅଫେରା ରାଇଜକୁ । ମୋ ଝିଅର ଥିରିଥିରି ଚାଲି ମୁଁ ଦେଖିପାରିବିନ । ତାର ଦରୋଟି କଥା ଶୁଣିବା ମୋ ଭାଗ୍ୟରେ ନାହିଁ । ଏସବୁ ଭାବିଲା ବେଳକୁ ବହୁତ କଷ୍ଟ ହେଉଛି । ଆଖି ଓଦା ହୋଇ…