ଅଧିନାୟକ ପ୍ରସଙ୍ଗ: ରୋହିତଙ୍କୁ ହଁ କହିବା ପାଇଁ ବାଧ୍ୟ କରିଥିଲେ ଗାଙ୍ଗୁଲି
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା କିପରି ଅଧିନାୟକ ହେଲେ ସେ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବଡ ଖୁଲାସା କରିଛନ୍ତି । ବିସିସିଆଇର ପୂର୍ବତନ ଅଧ୍ୟକ୍ଷକଙ୍କ କହିବା ଅନୁସାରେ ରୋହିତ ୩ଟି ଯାକ ଫର୍ମାଟରେ ନିୟମିତ ଅଧିନାୟକ ହେବାକୁ ରାଜି ନ ଥିଲେ । ୨୦୨୧ରେ କୋହଲି ତାଙ୍କ…