Latest Odisha News

BREAKING NEWS

ବଦ୍ରିନାଥ ଧାମରେ ଭଗବାନଙ୍କ ନିକଟରେ କାହିଁକି ବାଜେନି ଶଙ୍ଖ : କଣ ରହିଛି ପୌରାଣିକ ମତ, ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ : ଭାରତରେ ଅନେକ ମନ୍ଦିର ରହିଛି । ବର୍ଷସାରା ଏଠାକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । ଆସନ୍ତୁ ଆଜି ଜାଣିବା ବଦ୍ରିନାଥ ମନ୍ଦିର ସମ୍ପର୍କରେ କିଛି ଅଜଣା ତଥ୍ୟ । ଦେଶରେ ୪ ଧାମ ରହିଛି  । ଯାହା ମଧ୍ୟରେ ରହିଛି ବଦ୍ରିନାଥ ଧାମ  । ଦୁନିଆରେ ଅନେକ ହିନ୍ଦୁ ମନ୍ଦିର ରହିଛି  ।…

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’: ୫ ଦିନ ଧରି ଅସୁ୍ସ୍ଥ ଥିଲା

ଭୁବନେଶ୍ୱର:୫ ଦିନ ଧରି ଅସୁସ୍ଥ ଥିବା ବିନି ଆଖି ବୁଜିଲା ।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଇସ୍ରାଏଲି ସିଂହୀ ବିନିର ବୟସାଧିକ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୧୬ ବର୍ଷ ହୋଇଥିଲା । ବିନି ଗତ ୫ ତାରିଖରୁ ଅସୁସ୍ଥ ଥିଲା । ୩ ଜଣିଆ ଡାକ୍ତରୀ ଟମ ତାର ଚିକିତ୍ସା…

ସାଙ୍ଗ ଜନ୍ମଦିନକୁ ଯାଇଥିଲେ, ୮ ଦିନ ପରେ ନଈକୂଳରୁ ମିଳିଲା ମୃତଦେହ

ମାଲକାନଗିରି: ସାଙ୍ଗ ଜନ୍ମଦିନରେ କେକ କାଟିବାକୁ ଯାଇ ଘରକୁ ଫେରି ନ ଥିଲେ ୨୨ ବର୍ଷର ଯୁବକ । ଅନେକ ଆଡ ଖୋଜାଖୋଜି କଲେ । ପୋଲିସରେ ଏଫଆଇଆର ରୁଜୁ କଲେ । ହେଲେ କେଉଁଠୁ କିଛି ସୂଚନା ମିଳି ନ ଥିଲା । ଘର କାନ୍ଦ ବୋବାଳିରେ ଫାଟି ପଡୁଥିଲା । ୮ ଦିନ ପରେ ମିଳିଲା ଯୁବକଙ୍କ ଗଳିତ ମୃତଦେହ ।…

ପ୍ୟାକେଟ ଭାବି ମଣିଷକୁ ଚିପି ଦେଲା ରୋବଟ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଣଳର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ମାନବ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଦକ୍ଷିଣ କୋରିଆରେ ଏ ସମ୍ପର୍କୀତ ଏକ ଅଭାବନୀୟ ଘଟଣା ଘଟିଛି । ୟୋଙ୍ଗସାଙ୍ଗର ଏକ କୃଷି ଉତ୍ପାଦନ ବିତରଣ କେନ୍ଦ୍ରରେ କାର୍ଯ୍ୟକୁ ସହଜ କରିବା…

ଆନନ୍ଦ ପଣ୍ଡିତଙ୍କ ଆକ୍ସନ ଫିଲ୍ମରେ ଟାଇଗର

ମୁମ୍ବାଇ:ବଲିଉଡର ଆକ୍ସନ ଓ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରଫଙ୍କ କିଛି ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନାହିଁ । ତଥାପି ଏହି ଆକ୍ସନ ଷ୍ଟାରଙ୍କ ଚାହିଦା କମି ନାହିଁ । ପ୍ରତିଷ୍ଠିତ ନିର୍ମାତା ଆନନ୍ଦ ପଣ୍ଡିତ ଓ ପରାଗ ସାଁଘବୀ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି…

ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଚିଲ, ଶାଗୁଣାଙ୍କୁ ବ୍ୟବହାର କରୁଛି ଇସ୍ରାଏଲ

ତେଲ ଅବୀବ: ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ଏକ ମାସରୁ ଊର୍ଦ୍ଧ୍ୱ ଦିନ ହୋଇ ଗଲାଣି । ଏହି ଆକ୍ରମଣରେ ୧୪୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଏବେ ବି କେତେକ ଲୋକ ନିଖୋଜ ଅଛନ୍ତି । ସେମାନେ ବଂଚିଛନ୍ତି କି ନାହିଁ ତାହା ଜାଣିବା ସହ ଉଦ୍ଧାର କରିବା ପାଇଁ ଇସ୍ରାଏଲ ସେନା ଅଭିନବ ଉପାୟ ଅବଲମ୍ବନ…

ପାକିସ୍ତାନରେ ଭାରତର ଶତ୍ରୁ ନିପାତ: ଲଶ୍କର କମାଣ୍ଡର ଅକରମ ଗାଜିକୁ ଗୁଳି କରି ହତ୍ୟା

ଇସଲାମବାଦ: ପାକିସ୍ତାନରେ ଭାରତର ଏକ ବଡ ଶତ୍ରୁ ନିପାତ । ଲସ୍କର ଏ-ତୈୟବାର ପୂର୍ବ କମାଣ୍ଡର ଅକରମ ଖାନ ଓରଫ ଅକରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଅକରମ ଜଣେ କଟ୍ଟର ଭାରତ ବିରୋଧୀ ଏବଂ ଭାରତ ବିରୋଧରେ ବିଷୋଦ୍ଗାର କରୁଥିଲେ । ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଲକ୍ସରର ଯୋଗ ଦେଇ…

କବିତା : ତୁମେ

ବନ୍ଦିତା ଦାଶ  ତୁମେ କେବେ ଆସ ଶ୍ୱେତ ସମ୍ଭାବନା ହୋଇ କେବେ ପୁଣି କୁହୁଡି ଚାଦର ଘୋଡି କାକରରେ ଗୋଟାପଣେ ଭିଜି ପାଚିଲା ଧାନ କିଆରୀ ଦେଇ ଆମ ଗାଁ ଆଡେ। ସୂର୍ଯ୍ୟ ଯେବେ ଲମ୍ବା ଲମ୍ବା ପାହୁଣ୍ଡ ପକାଏ ଭାରି ତରତର ହୋଇ ପଶ୍ଚିମର ମୁଣ୍ଡିଆକୁ ଛୁଇଁବାକୁ ଧାଏଁ , ପବନଟା ଭେଦୁଥାଏ…

ଭାଷା ଭାଗବତ : ଚୈତ୍ତିକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିଭ୍ରାଂତ ଅସ୍ଥିର ଚିଂତନ କରେ ସମସ୍ୟା ଉତ୍ପାଦନ ଅଭ୍ରାଂତ ନିର୍ଦିଷ୍ଟ ଚିଂତନ ଉତ୍ପନ୍ନ କରେ ସମାଧାନ ମନର ସ୍ବାର୍ଥବିହୀନତା ପ୍ରଗତି, ସମୃଦ୍ଧି ପ୍ରଦାତା କାର୍ଯ ହିଁ ପ୍ରକୃତ ପ୍ରାର୍ଥନା ହେଉ ଏ ସତ୍ୟ ଏବେ ଘେନା ଅହଂନାଶ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୪)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ନିୟୋଜିତ କରିଥିବା ପୂଜକ/ଅର୍ଚ୍ଚକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରିରହିଛି। ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେ କଳିଯୁଗର…