Latest Odisha News

BREAKING NEWS

ସଂସ୍କାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସଂସ୍କାରର ଅର୍ଥ- ଶରୀର ମନ ଓ ଆଞଗାର ଶୁଦ୍ଧିକରଣ ବା ପବିତ୍ରତା । ପରବର୍ତ୍ତୀ ପୀଢ଼ିକୁ ଶିକ୍ଷା, ଦିକ୍ଷା, ଉତ୍ତମ ଗୁଣ, ବ୍ୟବହାର, ନୈତିକ ମୂଲ୍ୟବୋଧର ଜ୍ଞାନ ପ୍ରଦାନ କରିବା ସଂସ୍କାର ଓ ସଂସ୍କୃତି । ଜନ୍ମରୁ ଯଦି ପିଲାଟିକୁ…

ଗଳ୍ପ : ନଈର ଡାକ

କାମଦେବ ମହାରଣା  ଆଜି ବି ତାର ଫୋନ ଆସିଲାନି। ୟା ଅର୍ଥ ଏଇଆ ନୁହେଁ ଯେ ସେ ସବୁଦିନ କଲ୍ କରେ କିନ୍ତୁ ମୋ ମୋବାଇଲ୍ ରେ କଲ୍ ଆସିବା ମାତ୍ରେ ମୁଁ ତା କଥା ଭାବେ।ଭାବିବାକୁ ଭଲଲାଗେ। ମୁଁ ଜାଣିଛି ଆପଣ ଏବେ ତା ନାଁ ପଚାରିବେ।ହେଲେ କ୍ଷମା କରିବେ ।ଆପଣ ଯେତେ ପଚାରିଲେ ବି ତା ନାଆଁ…

ଭାଷା ଭାଗବତ : ଅପ୍ରତ୍ୟକ୍ଷ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ମଣିଷ ନ କଲେ ବି ପାପ ବଇରି କରେ ପାପାରୋପ କଲେ ହେଁ ପାପ ପ୍ରକ୍ଷାଳନ ପାପ କି ହୋଇଛି ନିଶ୍ଚିହ୍ନ ? ପାପୀ ଜିଏଁ ଓ ପାପୀ ମରେ ପାପ ତ ଥାଏ ସବୁଠାରେ ପାପର ସଂପୂର୍ଣ ବିନାଶ ପ୍ରୟାସ ହୋଇନାହିଁ ଶେଷ ଦୋଷ, ଖିଲାପ, ଅପରାଧ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସେବା ପୂଜାରେ ପୂଜକଙ୍କ ଲକ୍ଷଣ (୩)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିୟୋଜିତ ଥିବା ପୂଜକ ବା ସେବକମାନଙ୍କ ଲକ୍ଷଣ ବିଷୟରେ ଆଲୋଚନା ଜାରି ରହିଛି। ଏହି ଆଲୋଚନା ବର୍ତ୍ତମାନର ପରିସ୍ଥିତିରେ ନିତାନ୍ତ ଜରୁରୀ ହୋଇଛି ଏଇଥିପାଇଁ…

କେବଳ ଦିଲ୍ଲୀ ନୁହେଁ, ପଞ୍ଜାବରୁ ବଙ୍ଗୋପସାଗର ଯାଏ ବାୟୁମଣ୍ଡଳରେ ବ୍ୟାପିଛି କଳାଧୁଆଁର ଆସ୍ତରଣ:ନାସା ଦେଖାଇଲା ଫଟୋ

ନୂଆଦିଲ୍ଲୀ:ଦିଲ୍ଲୀ ବାୟୁମଣ୍ଡଳ ଯେମିତି ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ପ୍ରଦୁଷଣ କମିବାର ନାଁ ନେଉନି । ସକାଳେ ସନ୍ଧ୍ୟାରେ କଳା ଧୂଆଁଳିଆ ଲକ ଆସ୍ତରଣ ଦିଲ୍ଲୀରେ ଦେଖିବାକୁ ମିଳୁଛି । ଫଳର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଲୋକେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି । ଖାଲି ଦିଲ୍ଲୀ…

ୟୁରୋପରେ ଆଣ୍ଠୁର ସର୍ଜରୀ କରାଇଲେ ପ୍ରଭାସ

ମୁମ୍ବାଇ: ସାଉଥର ସୁପରଷ୍ଟାର ପ୍ରଭାସ । ନିଜ ଅଭିନୟର ଯାଦୁରେ ଲୋକଙ୍କ ହୃଦୟରେ ଘର କରି ରହିଛନ୍ତି । ଏବେ ‘ପ୍ରୋଜେକ୍ଟ କେ’, ‘ସାଲାର ପାର୍ଟ ୧ : ସିଜଫାୟାର’, ‘ରାଜା ଡିଲକ୍ସ’ ଏବଂ ‘ସ୍ପିରିଟ’ ଭଳି ଅନେକ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏସବୁ ମଧ୍ୟରେ ସମୟ ବାହାର କରି ପ୍ରଭାସ ବିଦେଶ ଯାଇ…

ଘରଭଡ଼ା ପାଇଁ ଇଣ୍ଟରଭ୍ୟୁ ଦେଲେ ମହିଳା

ବେଙ୍ଗାଲୁର: ଆଜିକାଲି ଲୋକେ ଚାକିରି ହେଉ ବା ବ୍ୟବସାୟ ପାଇଁ ସହର ମୁହାଁ ହେଉଛନ୍ତି । ଘର କିଣିବା ସମ୍ଭବ ନ ହେବାରୁ ବାଧ୍ୟ ହୋଇ ଭଡ଼ା ଘରେ ରହିଥାନ୍ତି । ଏଥିଲାଗି ଭଡ଼ାଟିଆଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏବେ ନିକଟରେ ଘରମାଲିକ ଓ ଭଡ଼ାଟିଆଙ୍କୁ ନେଇ ଚକିତ କଲାଭଳି ଏକ ଘଟଣା…

କୁମ୍ଭୀରକୁ ରାନ୍ଧି ଖାଇଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବେଜିଂ: ଚୀନ୍‌ରେ ଲୋକେ ଝିଟିପିଟି ହେଉ କି ଅସରପା ଖାଉଥିବା ଆପଣ ନିଶ୍ଚୟ ଶୁଣିଥିବେ ବା ଦେଖିଥିବେ । ସେଠାକାର ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ । କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି । ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା…

ୟୁପି ପରେ ଝାଡଖଣ୍ଡରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ

ରାଞ୍ଚି: ଝାଡଖଣ୍ଡର ଏଟିଏସ୍ କୁ ମିଳିଛି ବଡ ସଫଳତା । ଆଜି (ବୁଧବାର) ରାଜ୍ୟର ଗୌଡା ଏବଂ ହଜାରିବାଗ ଜିଲ୍ଲାରୁ ଦୁଇ ଜଣ ଆଇଏସଆଇଏସ ସହ ଜଡିତ ଆତଙ୍କବାଦୀଙ୍କୁ ଗିରଫ କରିଛି ଝାଡଖଣ୍ଡ ଏଟିଏସ୍ । ଏହାପରେ ଏଟିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ଖୋଳତାଡ ଆରମ୍ଭ କରିଛି । ଏହାର ଦୁଇ ଦିନ ପୂର୍ବରୁ…

‘ରାହୁଲଙ୍କୁ ଗୁରୁତ୍ୱ ଦେଉନି ଦଳ, ଗମ୍ଭୀରତାର ସହ ନେଉ ନାହାନ୍ତି ଲୋକେ’

ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ରାଜନୈତିକ ତାତି ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାର ସମୟରେ ନେତାମାନେ ପରସ୍ପର ଉପରେ କଡ଼ା କଟାକ୍ଷ କରୁଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର…