ଡିସେମ୍ବର ଦ୍ବିତୀୟ ସପ୍ତାହରେ ବସିପାରେ ସଂସଦର ଶୀତକାଳୀନ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି ଏବଂ ଖ୍ରୀଷ୍ଟମାସ ପୂର୍ବରୁ ଏହା ଶେଷ ହୋଇପାରେ ବୋଲି ବୁଧବାର ଜଣାପଡ଼ିଛି। ଡିସେମ୍ବର ତିନିରେ ପାଞ୍ଚଟି ରାଜ୍ୟରେ ଭୋଟ୍ ଗଣତି ପରେ ଏହି ଅଧିବେଶନ ଆରମ୍ଭ ହୋଇପାରେ।
ଏହି ସମୟରେ ସଂସଦରେ…