Latest Odisha News

BREAKING NEWS

ଗାୟକ ହନୀ ସିଂ ଓ ଶାଲିନୀ ଅଲଗା ହେଲେ

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ହରଦେଶ ସିଂ ଓରଫ ହନୀ ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାର ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ମଙ୍ଗଳବାର ତିସ ହଜରୀ ସ୍ଥିତ ପାରିବାରିକ ନ୍ୟାୟଳୟର ମୂଖ୍ୟ ବିଚାରପତି ପରମଜିତ ସିଂ ସେମାନଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହ ଅଢ଼େଇ ବର୍ଷ ତଳେ…

୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୩ ଗିରଫ

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି। ଏସପି ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ। ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ବ୍ରହ୍ମପୁର ବଡ଼…

ବିଧାନସଭା ନିର୍ବାଚନ: ଛତିଶଗଡରେ ୭୦.୮୭ ଓ ମିଜୋରାମରେ ୭୭.୦୪ ପ୍ରତିଶତ ମତଦାନ ଦେଇଛନ୍ତି ଭୋଟର

ରାୟପୁର-ଆଇଜାୱଲ: ଆଜି ଦେଶର ୨ଟି ସ୍ଥାନରେ ବିଧାନସଭା ନିର୍ବାଚନ । ଛତିଶଗଡ-ମିଜୋରାମ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟ୍ ଗ୍ରହଣ । ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ଉପରେ ମତଦାନ ଅପରାହ୍ନ ୫ ଟାରେ ଶେଷ ହୋଇଛି । ଅପରାହ୍ନ ୫ ଟା ସୁଦ୍ଧା ୭୦.୮୭…

କର୍ଣ୍ଣାଟକରେ ବଜରଙ୍ଗବାଲି ହରାଇଥିଲେ, ଛତିଶଗଡରେ ମହାଦେବ ଜିତାଇବେ!

ଭୁବନେଶ୍ୱର: ଗୋଟିଏ ପଟେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେପଟେ ଠିକ ଏଭଳି ସମୟରେ ମୋଦିଙ୍କ ଜୋରଦାର ପ୍ରଚାରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ର ସୁରଜପୁର ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି କି ଗୋଟିଏ ପଟେ ବିଜେପିର ସଂକଳ୍ପପତ୍ରକୁ…

ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱରରେ ଓଡିଶା ଟେବୁଲ ଟେନିସ ଏକାଡେମୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଏହି ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…

ବାଲିଷ୍ଟିକ ମିଶାଇଲ ପ୍ରଳୟର ସଫଳ ପରୀକ୍ଷଣ, ଦେଶର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ପ୍ରଳୟ ହେବ ଏକ ଅମୋଘ ଅସ୍ତ୍ର

ବାଲେଶ୍ୱର: ମଙ୍ଗଳବାର ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି ଭାରତ। ସୂଚନାନୁସାରେ, ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ ସକାଳ ୯.୫୦ରେ ଏହି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଗତ ବର୍ଷ…

ବିଜେପି କହିଲା ରାବଣକୁ ହରାଅ, କଂଗ୍ରେସ କହିଲା ମିଛ ଧର୍ମଯୁଦ୍ଧ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ୨୦୦ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୬୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦର୍ଶ ନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଅଧିକ ୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଯାଞ୍ଚ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦ୍ୱିତୀୟ ଥର ପାଇଁ ଜନ୍ମମାଟି କରିବେ ଗସ୍ତ

ଭୁବନେଶ୍ୱର: ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୦ ତାରିଖରେ ସେ ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସୁଥିବା ସୂଚନା ମିଳିଛି। ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଏହି ଗସ୍ତ ସମୟରେ ମୟୂରଭଞ୍ଜ ଜିଲ୍ଲା…

କୋଲ୍ଡ ୱାର ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କଲା ନାଟୋ

ୱାଶିଂଟନ: ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) କୋଲ୍ଡ ୱାର ସମୟରେ ସୋଭିଏଟ ସଂଘ( ବର୍ତମାନ ରୁଷ) ସହ କରିଥିବା ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କରିଛି । ପୂର୍ବରୁ ରୁଷ ଏହି ଟ୍ରିଟିରୁ ଅଲଗା ହେବା ଫଳରେ ଏହାର ମାନେ କିଛି ରହି ନ ଥିଲା ବୋଲି ନାଟୋ ପକ୍ଷରୁ କୁହା ଯାଇଥିଲା । ରୁଷ…

ମୁମ୍ବାଇରେ ପ୍ରଦୂଷଣ ହ୍ରାସ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ, ଦୀପାବଳୀରେ ବାଣ ଫୁଟାଇବା ନେଇ ସମୟ ଧାର୍ଯ୍ୟ   

ମୁମ୍ବାଇ: ଶୀତ ପୂର୍ବରୁ ବୟୂ ପ୍ରଦୂଷଣ ଦିଲ୍ଲୀ ଏନସିଆର ରୁ ମୁମ୍ବାଇ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଛି । ଏହି ଅଞ୍ଚଳର ବାୟୁରେ ବିଷାକ୍ତ ଦ୍ରବ୍ୟ ଯୋଗୁଁ ଲୋକମାନଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଏଭଳି ପରିସ୍ଥିତିରେ ବମ୍ବେ ହାଇକୋର୍ଟ ଏହି ଘଟଣା ଉପରେ…