ନବରଙ୍ଗପୁରରେ ଭାଲୁ ଆତଙ୍କ, ଭୟଭୀତ ଗ୍ରାମବାସୀ
ନବରଙ୍ଗପୁର: ନବରଙ୍ଗପୁରରେ ଭାଲୁ ଆତଙ୍କ । ଲୋକଙ୍କ ଘରେ ପଶିଯାଉଛି ଭାଲୁ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଭତରାସିଉନି ଗ୍ରାମରେ । ସେପଟେ ସବୁ ଜାଣି ମଧ୍ୟ ଚୁପ ବସିଛି ବନ ବିଭାଗ ।
ଖବର ମୁତାବକ, ପ୍ରତିଦିନ ପ୍ରାୟ ପାଞ୍ଚଟି ଭାଲୁ…