କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ବେଳେ ଧରାପଡିଲା ଯୁବକ
ପାରାଦୀପ: କଲେଜରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ କଲେଜରେ । ଜୈନିକା ଛାତ୍ରୀଙ୍କୁ ଜଣେ ବାହାର ଯୁବକ ଅପହରଣ କରିବାକୁ ଉଦ୍ୟମ କରୁଥିବା ନେଇ ଥାନାରେ ଅଭିଯୋଗ ।
ସୂଚନା ଅନୁଯାଇ, ଛାତ୍ରୀ ଜଣଙ୍କ ପରୀକ୍ଷା ସାରି ହଲ୍ ବାହାରକୁ ଫେରୁଥିବା ବେଳେ ସ୍ଥାନୀୟ…