Latest Odisha News

BREAKING NEWS

୧୧ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେବେ କନିକା

ବମ୍ବେ:ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ କନିକା ମାହେଶ୍ୱରୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୧୧ ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏବେ ସେ ଛାଡ଼ପତ୍ର ଦେବେ । କିଛିଦିନ ହେଲା କନିକା ଏବଂ ତାଙ୍କ ସ୍ୱାମୀ ଅଙ୍କୁର ଘାଇଙ୍କ ମଧ୍ୟରେ କୌଣସି କାରଣକୁ ନେଇ…

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର

ନେପାଳ: ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ହସ୍ତଲିଖନ ବା ହସ୍ତାକ୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ହସ୍ତଲିଖନ ସୁନ୍ଦର ହୁଏ ତେବେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ସେଥିଲାଗି ବିଦ୍ୟାଳୟରେ ହସ୍ତାକ୍ଷର ଲେଖିବାକୁ ବାଧ୍ୟ କରାଯାଇଥାଏ । ଅନେକ ସମୟରେ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତା…

ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ। ଆଜି ଶ୍ରୀନଅରରେ ଏନେଇ ସରିଛି ନୀତି ସବକମିଟି ବୈଠକ। ତ୍ରିଦିବସାତ୍ମକ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ୨୦୨୧ ନଭେମ୍ବର ୨୪ରେ ଯେଉଁଭଳି ଭାବରେ ଭବ୍ୟ ସମାରୋହରେ…

କିଙ୍ଗ୍ କୋବ୍ରା ହାତରେ ଧରି ଖେଳିଲା ମାଙ୍କଡ଼ , ଭିଡ଼ିଓ ଭାଇରାଲ

ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଯେଉଁଥିରେ ପଶୁମାନଙ୍କ ଭିତରେ ଥିବା ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଲୋକଙ୍କ ୃଦୃଷ୍ଟି ଆକର୍ଷଣ କରିଛି । ଏକ ମାଙ୍ଗଡ଼ କିଙ୍ଗ କୋବ୍ରାକୁ ହାତରେ ଧରି…

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା। ଆଜି ଅପରାହ୍ନରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।…

ମିଳିଲା ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି, ୨୦୨୧ ମସିହାରେ ହୋଇଥିଲା ଚୋରି

ଯାଜପୁର: ଫେରିବ ମା' କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି। ବଡ଼ଚଣା ଥାନା ଅଧିନ ଦର୍ପଣଠାରେ ମା' କୋଟ୍ରାକ୍ଷୀଙ୍କର ଏକ ମୂଲ୍ଯବାନ ଅଷ୍ଟଧାତୁ ମୂର୍ତ୍ତି ୨୦୨୧ ମସିହା ଜାନୁଆରୀ ମାସ ୧୧ ତାରିଖରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏହି ଅଷ୍ଟଧାତୁ ମୂର୍ତ୍ତିଟି ବହୁ ପୁରାତନ ହୋଇଥିବା ବେଳେ…

ଅନ୍ ଲାଇନ୍ ବେଟିଂ ଆପ୍ ମହାଦେବଠୁ ଛତିଶଗଡ ମୁଖ୍ୟମନ୍ତ୍ରୀ ୫୦୮କୋଟି ଟଙ୍କା ପାଇଛନ୍ତି: ଇଡି

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପର ୟୁଏଇର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ତଦନ୍ତ କରୁଛି ଇଡି। ଇଡି ଅଧିକାରୀମାନେ ଶୁକ୍ରବାର ଦାବି…

ଟି୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ହାସଲ କଲେ ନେପାଳ, ଓମାନ

କାଠମାଣ୍ଡୁ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ୱକପ ପାଇଁ ନେପାଳ ଓ ଓମାନ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ପ୍ରଥମ ସେମିଫାଇନାଲରେ ନେପାଳ ୮ ୱିକେଟରେ ୟୁଏଇକୁ ଏବଂ ଦ୍ୱିତୀୟ ସେମିରେ ଓମାନ ୧୦ ୱିକେଟରେ ବାହାରିନକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ।…

ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରକୁ ଜମ୍ମୁ କଶ୍ମୀର ଉପରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ ଅତ୍ୟାଧୁନିକ ଗବେଷଣାଗାରର ଅନୁସନ୍ଧାନକୁ ବୁଲି ଦେଖିବା ସହ ଭୁବନେଶ୍ୱରରେ ଅବସ୍ଥିତ ଦେଶର ଏହି ପ୍ରମୁଖ…