ହଠାତ୍ ହୃଦଘାତ୍ ନେଇ ହୁଅନ୍ତୁ ନାହିଁ ବ୍ୟତିବ୍ୟସ୍ତ, ଏହି ୩ଟି ଟେଷ୍ଟ ଜଣାଇବ ହାର୍ଟ କେତେ ମଜଭୁତ!
ନୂଆଦିଲ୍ଲୀ: ଯେଉଁମାନେ ମହାମାରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଅତ୍ୟଧିକ ବ୍ୟାୟାମ କରିବା ଠାରୁ ଦୂରେଇ ରହିବା ଉଚିତ। ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଗତ କିଛି ସମୟ ମଧ୍ୟରେ ବାରମ୍ବାର ହୃଦଘାତ ଯୋଗୁଁ ମୃତ୍ୟୁ ହେବା ମାମଲା ଅଧିକ…