Latest Odisha News

BREAKING NEWS

ଦେଶର ପ୍ରଥମ ରେଳଷ୍ଟେସନ୍ : ଯେଉଁଠି ନାହାଁନ୍ତି ଗୋଟିଏ ହେଲେ ରେଳ କର୍ମଚାରୀ, ଚଳାଉଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ : ଭାରତର ମେରୁଦଣ୍ଡ ହେଉଛି ରେଳବାଇ  ।  କମ୍ ଖର୍ଚ୍ଚରେ ଯାତାୟତ ପାଇଁ ଏହା ବେଶ୍ ସହଜ ହୋଇଥାଏ  । ଭାରତରେ ଅନେକ ବିଚିତ୍ର ରେଳଷ୍ଟେସନ୍ ରହିଛି  । ଯାହା ନିଜର ଖାସିୟତ୍ ପାଇଁ ଜଣାଶୁଣା  । ଏପରି ଏକ ରେଳଷ୍ଟେସନ ରହିଛି ରାଜସ୍ଥାନେ । ଏହା ହେଉଛି ଭାରତର ଏକମାତ୍ର ରେଳଷ୍ଟସନ…

ଗୁଗୁଲରେ ବଦଳିଲା ଦେଶର ନାଁ: ‘ଭାରତ’ ସର୍ଚ୍ଚ କଲେ ଆସୁଛି ତ୍ରିରଙ୍ଗା ସହ ଅଫିସିଆଲ ମ୍ୟାପ

ନୂଆଦିଲ୍ଲୀ:ଗୁଗୁଲରେ ବଦଳିଲା ଦେଶର ନାଁ । ଏଣିକି ଗୁଗୁଲରେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତେ ଭାରତ ସର୍ଚ୍ଚ କଲେ ମିଳିଯିବ ଦେଶର ଠିକଣା । ଖାଲି ଦେଶର ଠିକଣା ନୁହେଁ, ସେଥିରେ ତ୍ରିରଙ୍ଗା ଚିହ୍ନ ବି ଥିବ । ଇଂରାଜୀରେ ହେଉ ବା ହିନ୍ଦୀରେ ଭାରତ ସର୍ଚ୍ଚ କଲେ ଗୁଗୁଲ ଖୋଜି ଦେଖାଇଦେବ ଆମ ଦେଶର…

ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ : ୧୪ ଆହତ, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ସରକାରୀ ବସ୍ ବିଲ ଭିତରକୁ ପଶିଯାଇଛି । ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି  । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ତାଳଚେର କଙ୍କିଳୀ ଗାଁ ପଞ୍ଚାୟତ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଗାଁର ଉନ୍ନତି ନେଇ କଲେ ଆଲୋଚନା

ତାଳଚେର :  ତାଳଚେର ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେର କଙ୍କିଳୀ ଗାଁରେ ୭୩ ତମ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ତିନି ଦିନ ଧରି ଆୟୋଜିତ ହୋଇଯାଇଛି  । ଏଠାରେ  ଦେବୀ ମାଆ ୩ ଦିନ ପୂଜା ପାଇଥାନ୍ତି । ପାଇକ ଭାଇ ମାନେ ନିଜ ନିଜର କଳା ଓ ସଂସ୍କୃତି କୁ…

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି : ରେଳ ଦୁର୍ଘଟଣାସ୍ଥଳକୁ ଯିବାକୁ ରାଜସ୍ବ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆନ୍ଧ୍ର –ଓଡିଶା ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟଣା  । ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ  ଦୁର୍ଘଟଣାରେ ଗୁରୁତର ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରେଳ ଦୁର୍ଘଟଣାସ୍ଥଳକୁ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର : ସକାଳୁ ସକାଳୁ ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  । ଆଜି ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  । କାର୍ତ୍ତିକ ମାସର ପ୍ରଥମ ସୋମବାରରେ  ଦେବ ଦେବ…

୫୫୦ ବର୍ଷ ହେଲା ମାଟି ତଳେ ରହି ଗାଁକୁ ଜଗି ରହିଛନ୍ତି ସନ୍ଥ..

ନୂଆଦିଲ୍ଲୀ : ଭାରତୀୟ ପ୍ରାଚୀନ  ଧର୍ମଗ୍ରନ୍ଥରେ ମୁନି ରୁଷି ମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିବା ଉଲ୍ଲେଖ ରହିଛି । ଶହେ ବର୍ଷ ଆୟୁଷର ମନୁଷ୍ୟ କିପରି ଏତେ ବର୍ଷ ଧ୍ୟାନରେ ରହିପାରିବ , ତାହା ସମସ୍ତଙ୍କୁ ଏବେବି ଆଚମ୍ବିତ କରୁଛି ।  ତିଦ୍ଦତରେ ଜଣେ ସନ୍ଥ ଗତ ୫୫୦ ବର୍ଷ ହେଲା ଧ୍ୟାନ…

ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଉତ୍ତମ ମେଡିସିନ୍ ସପୁରୀ ଜୁସ୍

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ତେଣୁ ଏପରି ପରିସ୍ଥିତିରେ ଆମେ ବିଭିନ୍ନ ପ୍ରକାର ଜୁସ୍ ପିଇଥାଉ  । କିନ୍ତୁ ଆପଣମାନେ ଜାଣନ୍ତି କି ଶ ସପୁରୀ ଜୁସ୍ ଆମ ଶରୀର ପାଇଁ କେତେ ହିତକର  । ଆସନ୍ତୁ ଜାଣିବା  ।…

ଭାଷା ଭାଗବତ : ଜ୍ଞାନ ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଜ୍ଞାନ ବିସ୍ତାର ପାଇଁ ଲୋଡ଼ା ଅଳ୍ପ ଅଧିକ ଲେଖା ପଢ଼ା କେବଳ ଜୀବନଯାପନ ସକାଶେ ପାଣି ଓ ଖାଦ୍ୟାନ୍ନ ବଦଭ୍ୟାସ ଓ ସଦଭ୍ୟାସ କରିଲେ ମନକୁ ବିବଶ ଅଭ୍ୟାସ ପାଳିବା ଅଭ୍ୟାସ ଘଟାଏ ଭାଷାର ବିନାଶ …

ଶ୍ରୀକ୍ଷେତ୍ରରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ : ମହାପ୍ରଭୂଙ୍କୁ କରିବେ ଦର୍ଶନ,ଆସନ୍ତାକାଲି ନେବେ ଶପଥ

ପୁରୀ : ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି  । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବାବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର…