ବିଶ୍ୱକପରେ ଭାରତର କ୍ରମାଗତ ଷଷ୍ଠ ବିଜୟ, ୧୦୦ ରନରେ ହାରିଲା ଇଂଲଣ୍ଡ
ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତ ୧୦୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରି ଟିମ ଇଣ୍ଡିଆ ସେମିଫାଇନାଲ ପ୍ରବେଶ ଏକପ୍ରକାର ନିଶ୍ଚିତ କରିଛି । ରୋହିତ ଶର୍ମାଙ୍କ ୧୦୦ତମ ନେତୃତ୍ୱ ମ୍ୟାଚକୁ ସାଥୀ ଖେଳାଳିମାନେ ସ୍ମରଣୀୟ କରିଛନ୍ତି ।…