Latest Odisha News

BREAKING NEWS

ଦୁର୍ଗା ପୂଜା ଦେଖି ଫେରିବାବେଳେ ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର

ବଲାଙ୍ଗୀର :  ଚାଲିଛି ପାର୍ବଣ  । ସବୁଆଡେ ଉତ୍ସବର ମାହୋଲ  । ଚଳଚଞ୍ଚଳ ଗାଁଠୁ ସହର  । ଚାରିଆଡେ ଭକ୍ତମୟ ପରିବେଶ  । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି  । ଦୁର୍ଗା ପୂଜା ଦେଖି…

ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି  । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ…

ବାଘ-ବକରୀ ଚା’ କମ୍ପାନୀର ମାଲିକ ପରାଗ ଦେଶାଇଙ୍କର ୪୯ ବର୍ଷରେ ପରଲାେକ

ନୂଆଦିଲ୍ଲୀ: ବାଘ-ବକରୀ ଚା’ କମ୍ପାନୀର ମାଲିକ ପରାଗ ଦେଶାଇଙ୍କର ୪୯ ବର୍ଷରେ ନିଧନ ହୋଇଯାଇଛି । ରବିବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । ସେ ନିୟନ୍ତ୍ରଣ ହରାଇ ପଡି ଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବ୍ରେନ…

ହମାସ ସଂଗଠନର ଡେପୁଟି ହେଡ ନିହତ: ଇସ୍ରାଏଲ ବିରୁଦ୍ଧରେ କରୁଥିଲେ ଯୁ୍ଦ୍ଧ ଯୋଜନା

ନୂଆଦିଲ୍ଲୀ: ଥମିନି ଇସ୍ରାଏଲ-ହମାସ ଯୁଦ୍ଧ । ରବିବାର ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣରେ ହମାସ ଆତଙ୍କୀ ସଂଗଠନର ରିଜିଓନାଲ ଆର୍ଟିଲାରିର ଡେପୁଟି ହେଡ ମୁହମ୍ମଦ କଟମଶ ନିହତ ହୋଇଛନ୍ତି । ଇସ୍ରାଏଲ ସୁରକ୍ଷା ବଳ(IDF) ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । କଟମଶ ଆତଙ୍କବାଦୀ ସଂଗଠନର…

ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ି ନ ପାରେ ମୋ ବସ: ଟୁଇଟ କରି ସୂଚନା ଦେଲା କ୍ରୁଟ

ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନରେ ଅସମ୍ଭାଳ ଭିଡ । ତେଣୁ ଅପରାହ୍ନ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି…

ପ୍ରତିଦିନ ରାତି ହେଲେ ମନ୍ଦିରରେ ବୁଲନ୍ତି ମାଆ କାଳୀ, ଶୁଣାଯାଏ ଘୁଙ୍ଗୁରର ଶଦ୍ଦ…

ମେରଠ : ଭାରତ ଏକ ଧର୍ମପରାୟଣ ଦେଶ  । ଏଠାରେ ଅନେକ ଛୋଟବଡ ମନ୍ଦିର ରହିଛି  । ଲୋକଙ୍କର ଭଗବାନଙ୍କ ଉପରେ ଆସ୍ଥା ମଧ୍ୟ ସେତିକି ରହିଛି । ତେବେ ଆସନ୍ତୁ ଜାଣିବା ମେରଠରେ ଥିବା କାଳୀ ମନ୍ଦିର ସମ୍ପର୍କରେ  । ବିଶ୍ବାସ ରହିଛି ଏଠାରୁ କେହି କେବେ ଖାଲି ହାତରେ ଫେରିନାହିଁ । ସବୁ ପରିସ୍ଥିତିରେ…

ଆଜି ମହାନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା : ଆସନ୍ତୁ ଜାଣିବା କଣ ରହିଛି ପୂଜାବିଧି..

ନୂଆଦିଲ୍ଲୀ : ଆଜି ହେଉଛି ମହାମାୟାଙ୍କର ମହାନବମୀ  । ଆଶ୍ବିନ ମାସ ଶୁକ୍ଳ ପକ୍ଷର ନବମୀ ଦିନରେ ମହାନବମୀ ଉପବାସ ରଖାଯାଏ  । ଆଜିର ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ସହ କନ୍ୟା ପୂଜନର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ମାଙ୍କୁ ପୂଜା କରିବାର ପୂଜା ବିଧି  । …

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ଵାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଏକାଡେମୀ ଦ୍ଵାରା…

ଚାଲିଛି ପୂଜା , ଲାଗିଛି ଗହଳି : ଆଜି ମଣ୍ଡପରେ ମହାନବମୀ ପୂଜା, ଶକ୍ତି ପୀଠରେ ବିଶ୍ରାମ ନେଉଛନ୍ତି ମହାମାୟା

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ବିଶ୍ରାମ ଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ  ।…