ରେକର୍ଡ ଭାଙ୍ଗିଲା ଚାରିଧାମ ଯାତ୍ରା, ଦର୍ଶନ କଲେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ
ଡେରାଡୁନ: ଚଳିତବର୍ଷ ଇତିହାସ ରଚିଛି ଚାରିଧାମ ଯାତ୍ରା । ଅହେତୁକ ମାତ୍ରାରେ ଛୁଟୁଛି ତୀର୍ଥଯାତ୍ରୀଙ୍କ ସୁଅ। ଚାରିଧାମରେ ଜାରି ରହିଥିବା ବରଫ ବର୍ଷା ସତ୍ତ୍ବେ ଏହାକୁ ଖାତିର ନକରି କେଦାରନାଥ, ବଦ୍ରିନାଥ, ମା' ଗଙ୍ଗୋତ୍ରୀ ଓ ମା' ଯମୁନେତ୍ରୀଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।…