Latest Odisha News

BREAKING NEWS

୧୧ ଦିନର ଯୁଦ୍ଧ, ୪୨୦୦ ମୃତ, ତଥାପି ଥମୁନି ଯୁଦ୍ଧ: ଆଜି ଜର୍ମାନ ଚାନସେଲର ଓ ଆସନ୍ତାକାଲି ବାଇଡେନ ଇସ୍ରାଏଲ ଗସ୍ତରେ

ନୂଆଦିଲ୍ଲୀ: ଇତି ମଧ୍ୟରେ ୧୧ ଦିନ ବିତିଗଲାଣି । ଯୁଦ୍ଧ ଥମିବାର ନାଁ ଧରୁନି । ରକ୍ତରେ ଭିଜୁଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ ମାଟି । ଯୁଆଡେ ଚାହିଁବ ସିଆଡେ ଖାଲି ଧ୍ୱଂସସ୍ତପ, କରୁଣ ଚିତ୍କାର । ଉଭୟ ପକ୍ଷରୁ ଚାଲିଛି ରକେଟ ମାଡ ।  ଉପୟ ପକ୍ଷରୁ ପ୍ରାୟ ୪୨୦୦ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି…

ଗଗନୟାନ ମିଶନ ସମୀକ୍ଷା ବୈଠକ କଲେ ମୋଦି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଭାରତର ଗଗନୟାନ ମିଶନର ଅଗ୍ରଗତି ସମ୍ବନ୍ଧୀୟ ଆକଳନ କରିଛନ୍ତି। ଏହାସହ ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତକୁ ବର୍ଣ୍ଣନା…

ବିଶ୍ଵ ବନ୍ଧୁତ୍ୱ: ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ଦିବ୍ୟ ସମାଗମ ଅନୁଷ୍ଠିତ

ପୁରୀ: ପୁରୀ ଗୋପୀନାଥ ଗୌଡିୟ ମଠ ଆନୁକୁଲ୍ୟରେ ବିଶ୍ଵ ବନ୍ଧୁତ୍ୱ ନିମନ୍ତେ ଆଧ୍ୟାତ୍ମିକ ଉତ୍ସବ ଦିବ୍ୟ ସମାଗମ ଅନୁଷ୍ଠିତ ହେଉଛି । ଏହା ୩ ଦିନ ବ୍ୟାପୀ ଚାଲିବ । ଏଥିରେ ସମଗ୍ର ବିଶ୍ବରୁ ୫ ହଜାରରୁ ଉର୍ଦ୍ଧ୍ଵ ସାଧୁସନ୍ଥ ଯୋଗଦେଇଛନ୍ତି। ଭକ୍ତି ପ୍ରମୋଦ ପୁରୀ ଗୋସ୍ୱାମୀ ଠାକୁରଙ୍କ ୧୨୫ତମ…

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

https://youtu.be/Sn0uSRPHubU ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ…

ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି  । ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ…

ବଂଶବାଦ ରାଜନୀତି ପ୍ରସଙ୍ଗକୁ ନେଇ ରାଗିଗଲେ ରାହୁଲ: କହିଲେ, ଅମିତ ଶାହଙ୍କ ପୁଅ କ’ଣ କରୁଛନ୍ତି ?

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲକୁ ନେଇ  ଏବେ ରାଜନୀତି ସରଗରମ । ସମସ୍ତଙ୍କ ମୁହଁରେ ବିସ୍ଫୋରକ ବୟାନ । ଦିନକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ମିଜୋରାମରେ ପହଞ୍ଚିଛନ୍ତି । ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେପି ଉପରେ ଜୋରଦାର…

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ତ୍ରିପୁରା ସୁନ୍ଦରୀ ବେଶରେ ମା’ ସୁରେଶ୍ୱରୀ

https://youtu.be/3cMe7tMVFUY ନବରଙ୍ଗପୁର: ଆଜି ଆଶ୍ୱୀନ ତୃତୀୟା ତିଥି । ସୁବର୍ଣ୍ଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସୁରେଶ୍ୱରୀ ଆଜି ଷୋଡ଼ଶୀ(ତ୍ରିପୁରା ସୁନ୍ଦରୀ) ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ତାରା ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ତ୍ରିପୁରା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ନବରାତ୍ରୀ ୨୦୨୩: ମା’ଙ୍କ ଆଗମନ ପାଇଁ ଶେଷ ପର୍ଯ୍ୟାୟରେ ପୂଜା ପ୍ରସ୍ତୁତି

ନବରଙ୍ଗପୁର: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ହେବ ମା'ଙ୍କ ଆଗମନ । ମା'ଙ୍କ ଧରବତାରଣ ପୂର୍ବରୁ ବଧୁ ବେଶ ରେ ସଜେଇ ହେଉଛି ପୃଥିବୀ । କାଶତାଣ୍ଡି ଫୁଲର ଧବଳ ଚାଦର ସହିତ ପଦ୍ମ ଓ କଇଁ ଫୁଲର ଅପାର ସମ୍ଭାରରେ ମହି ଆଚ୍ଛାଦିତ ହୋଇ ମା'ଙ୍କୁ ସ୍ୱାଗତ ଜଣାଉଛି ।   ଅନ୍ୟପକ୍ଷରେ ନବରଙ୍ଗପୁର…